Browsing Tag

malkangiri encounter

ମାଲକାନଗିରି: ଗଡଚରୋଲି ଖୋବ୍ରାମେଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର, ଟପ୍‌ ମାଓନେତା ଭାସ୍କର ସହିତ ୫ମୃତ

ମାଲକାନଗିରି: ଟଳିପଡିଲେ ୫ ମାଓବାଦୀ । ପୋଲିସ ଏନକାଉଣ୍ଟରରେ ଟପ୍‌ ମାଓନେତା ଭାସ୍କର ନିହତ । ସେ ମାଓବାଦୀଙ୍କ ଗଡଚରୋଲି ଡିଭିଜନ କମିଟିର ସଂପାଦକ ଭାବେ କାମ କରୁଥିଲା। ଭାସ୍କର ନାଁରେ ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ୪୧ଜଣ ସୁରକ୍ଷାକର୍ମୀ ହତ୍ୟା ଘଟଣାରେ ସାମିଲ ଥିଲା। ଗତକାଲି…

ଛତିଶଗଡ ନାରାୟଣପୁର ଜଙ୍ଗଲରେ ଗୁଳି ବିନିମୟ, ୩ ଦିନର ଅପରେଶନ ପରେ ୭ ମାଓ କ୍ୟାମ୍ପ ଧ୍ୱଂସ କଲେ DRG ଯବାନ

ମାଲକାନଗିରି: ପୁଣି ଯବାନ-ମାଓବାଦୀ ମୁହାଁମୁହିଁ । ଛତିଶଗଡ ନାରାୟଣପୁର ଜଙ୍ଗଲରେ ଗୁଳି ବିନିମୟ । କମ୍ବିଂ ବେଳେ ସାତଟି ମାଓ କ୍ୟାମ୍ପ ଧ୍ୱସଂ କଲେ DRG ଯବାନ । ସୁରକ୍ଷା କର୍ମୀଙ୍କ ଲଗାତାର ୩ ଦିନର ଅପରେଶନ ପରେ ୭ ମାଓ କ୍ୟାମ୍ପ ଧ୍ୱଂସ । ଅପରେସନରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟର, ୨ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସକୁ ବଡ ସଫଳତା। ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ମୃତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ହୋଇଛି। କାଲୋପଲ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଦାନ୍ତେୱାଡାର DRG ଜବାନ ଅପରେସନ୍‌ ଆରମ୍ଭ କରିଥିଲେ।…

ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ପୋଲିସର ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ସନ୍ତୋଷ ପୋଡିଆମୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ । ଡିଆରଜି ପୋଲିସର ଅପରେସନ ବେଳେ ସଫଳତା ମିଳିଛି। ମୃତ ମାଓବାଦୀର ନାଁ ସନ୍ତୋଷ ପୋଡିଆମୀ । ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା ।…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା, ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ଦସୁରୁ ପୁନମ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା । ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ । ମୃତ ମାଓବାଦୀର ନାଁ ଦସୁରୁ ପୁନମ । ତା ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ସରକାର । ଏହି ମାଓ ବିରୋଧୀ ଅଭିଯାନରେ ଦନ୍ତେୱାଡା…