ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି
କଟକ: ହାଇକୋର୍ଟରେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଆଜି ଶୁଣାଣି ହୋଇଛି । ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ତାପୂର୍ବରୁ ସତ୍ୟପାଠ ଜରିଆରେ ଯୁକ୍ତି ରଖିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
କ୍ରାଇମବ୍ରାଞ୍ଚ ଓକିଲଙ୍କୁ ମଧ୍ୟ ଏହାର କପି…