Browsing Tag

manab premi aditya

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି, ଘର ଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି । ଆଦିତ୍ୟଙ୍କର ମୁଖ୍ୟ ସହଯୋଗୀ ପପୁ ଓ ବିକାଶର ବୟାନ ରେକର୍ଡ କରାଯାଇଛି । ଗତ ୬ ତାରିଖ ସଂଧ୍ୟା ୭ଟାରେ ଘରୁ ବାହାରିଥିଲେ ଆଦିତ୍ୟ । ଘରଠାରୁ ଷ୍ଟେସନ୍‌ ପର୍ଯ୍ୟନ୍ତ ସିସିଟିଭି ଜବତ କରାଯାଇଛି ।…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: କଲ୍‌ ଡିଟେଲ୍‌ ଯାଞ୍ଚ କଲା ଜିଆର୍‌ପି, ଖୁବଶୀଘ୍ର ଥାନାରେ ହାଜର ହେବେ ପପୁ ଓ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଜାରି ରହିଛି ସସ୍‌ପେନ୍ସ । ଏହାରି ଭିତରେ ଆଦିତ୍ୟଙ୍କ କଲ୍‌ ଡିଟେଲ୍‌ ଯାଞ୍ଚ କରିଛି ଜିଆର୍‌ପି। ଜୁନ୍‌ ୧ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କଲ୍‌ ଡିଟେଲ୍‌ ଯାଞ୍ଚ କରାଯାଇଛି । ଏହାରି ଭିତରେ ଖୁବଶୀଘ୍ର ଥାନାରେ ହାଜର ହେବେ…

ସାମ୍ନାକୁ ଆସିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ଲାଗିଛି ଶକ୍ତ ଆଘାତ

ଭୁବନେଶ୍ବର :  ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବାବେଳେ ଏହାରି ଭିତରେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା କୁହାଯାଇଛି । ଟ୍ରେନ୍ ଆଘାତ ଫଳରେ ତାଙ୍କ ମୁଣ୍ଡରେ ଶକ୍ତ…

ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ସସ୍‌ପେନ୍ସ : ରେଳବାଇ ଥାନା ପକ୍ଷରୁ ହତ୍ୟା ମାମଲା ରୁଜୁ

ଭୁବନେଶ୍ୱର: ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି। ଏହି ଘଟଣାରେ ଜିଆରପି ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି। ପୂର୍ବରୁ ୟୁଡି କେସ୍‌ ରୁଜୁ ହୋଇଥିଲା। GRP ପକ୍ଷରୁ ପରିବାର ଲୋକଙ୍କ ବୟାନ୍‌ ରେକର୍ଡ କରାଯାଇଛି। ଗତକାଲି ପରିବାର…

ନିଜ ଡାଏରୀରେ ଏମିତି କିଛି ଲେଖିଗଲେ ଆଦିତ୍ୟ, ପଢିଲେ ଆଖିକୁ ଲୁହ ଆସିଯିବ

କେନ୍ୟୁଜ୍(ବ୍ୟୁରୋ):  ମାଳିଲା  ସମାଜସେବୀ ତଥା ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାସଙ୍କ ସୁସାଇଡ୍ ନୋଟ। ଏହି ନୋଟରେ ଆଦିତ୍ୟ ଲେଖିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଆଦିତ୍ୟ ତାଙ୍କ ନୋଟରେ ଲେଖିଛନ୍ତି ଯେ ପ୍ରିୟ ପପୁ ବିକାଶ ଏବଂ ପିପୁଲ ଫର ସେବାର ଅନ୍ୟ…