Below header
Browsing Tag

manmohan samal

ପୁଣି ଦିଲ୍ଲୀ ଗଲେ ମନମୋହନ, ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିବ ବୈଠକ

ଭୁବନେଶ୍ୱର: ପୁଣି ଦିଲ୍ଲୀ ଗଲେ ମନମୋହନ। ଆଜି ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବସିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିିଟି-CEC ବୈଠକ। ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି । ବୈଠକରେ ପ୍ରାର୍ଥୀ ଚୂଡାନ୍ତ ନେଇ ଆଲୋଚନା ହେବ। ଏଥିରେ ଲୋକସଭା…

ପୁଣି ଦିଲ୍ଲୀ ଗଲେ ମନମୋହନ, ଏଥର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର : ଆସିଲା ଡକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି । ପୁଣି ମନମୋହନ ସାମଲ । ୧୯ ଦିନରେ ମନମୋହନ ସାମଲଙ୍କର ଏହା ଚତୁର୍ଥ ଦିଲ୍ଲୀ ଗସ୍ତ । ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ। ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ…

ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ, କରିଥିବା ଟ୍ବିଟ୍ ଡିଲିଟ୍ କଲେ

ଭୁବନେଶ୍ୱର: ମେଣ୍ଟ ପ୍ରସଙ୍ଗରେ ମତ ବଦଳାଇଲେ ମନମୋହନ । ବିଜେପି ରାଜ୍ୟ ସଭାପତିଙ୍କ ୟୁ-ଟର୍ଣ୍ଣ । ଆଜି ସକାଳେ କରିଥିବା ଟ୍ବିଟ୍ ଡିଲିଟ୍ କଲେ ମନମୋହନ ସାମଲ । ସୋସିଆଲ୍ ମିଡିଆ X ପ୍ଲାଟଫର୍ମରୁ ଟ୍ବିଟ୍ ଡିଲିଟ୍ କରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଟ୍ବିଟ୍ କରିଥିଲେ…

ମେଣ୍ଟକୁ ନେଇ ମନମୋହନ ସାମଲଙ୍କ ବଡ଼ ବୟାନ, ରାଜ୍ୟରେ ଏକାକୀ ସରକାର କରିବ ବିଜେପି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ବଡ଼ ବୟାନ । ରାଜ୍ୟରେ ଏକାକୀ ସରକାର କରିବ ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଆ ଅସ୍ମିତାକୁ…

ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ: କହିଲେ, ସବୁ ଠିକ୍ ଚାଲିଛି, ସବୁ ବିଷୟରେ ଆଲୋଚନା ହେଉଛି

ଭୁବନେଶ୍ୱର (କେନ୍ୟୁଜ): ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । ‘ସବୁ ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି’ । ସବୁ ବିଷୟରେ ବିଚାର…

ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମନମୋହନ, କହିଲେ ବିଜେଡି-ବିଜେପି ମଧ୍ୟରେ ହେବନି ମେଣ୍ଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହେବନି ମେଣ୍ଟ । ଦିଲ୍ଲୀରୁ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା କମିତି ବୈଠକରେ ଯୋଗ ଦେଇ ଭୁବନେଶ୍ବର ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନଙ୍କ ସୂଚନା ପରେ ମେଣ୍ଟ ଚର୍ଚ୍ଚା…