Below header
Browsing Tag

Manushi Chhillar

ବଲିଉଡ ପରେ ସାଉଥ ମୁହାଁ ବିଶ୍ୱସୁନ୍ଦରୀ ମାନୁଷୀ ଛିଲ୍ଲର, ବରୁଣ ତେଜଙ୍କ ସହିତ ଆସିବେ ନଜର

ବଲିଉଡ ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିନଥିଲା। ଫିଲ୍ମରୁ ପ୍ରତୀକ୍ଷା କରି ରହିଥିଲେ ଦର୍ଶକ। କିନ୍ତୁ ଏହା ବକ୍ସ ଅଫିସରେ…

ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’ର ନୂଆ ଟ୍ରେଲର ଲଞ୍ଚ, ଫିଲ୍ମର ପ୍ରମୋସନ ପାଇଁ ବାରଣାସୀରେ ପହଞ୍ଚି ଗଙ୍ଗା ବୁଡ ପକାଇଲେ…

ବଲିଉଡ ଷ୍ଟାର ଅଭିନେତା ଅକ୍ଷୟକୁମାରଙ୍କ ଅପକମିଂ ଫିଲ୍ମ ‘ସମ୍ରାଟ ପୃଥୀରାଜ’ ରିଲିଜ ତାରିଖ ପାଖେଇ ଆସୁଛି। ଏହା ମଧ୍ୟରେ ଫିଲ୍ମର ପ୍ରମୋସନ ଜୋରସୋରରେ ଚାଲିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ରାଣୀ ସଂଯୋଗିତାଙ୍କ ଭୂମିକାରେ ନଜର ଆସୁଛନ୍ତି ମାନୁଷୀ ଚିଲ୍ଲର। ଦୁହିଁଙ୍କୁ ଗୁଜରାଟ ଓ…

ରିଲିଜ ହେଲା ‘ପୃଥ୍ଵୀରାଜ’ର ଗୀତ ‘ମଖମଲ୍ଲୀ’ର ଟିଜର, ଦେଖିବାକୁ ମିଳିଲା ଅକ୍ଷୟ ଓ ମାନୁଷୀଙ୍କ କେମେଷ୍ଟ୍ରୀ

ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ପୃଥ୍ଵୀରାଜ’ ରିଲିଜ ଅପେକ୍ଷାରେ ରହିଛି। ଫିଲ୍ମର ଗୀତ ‘ମଖମଲ୍ଲୀ’ର ଟିଜର ସେୟାର କରିଛନ୍ତି ଅକ୍ଷୟ କୁମାର। ଏହି ଗୀତ ରୋମାଣ୍ଟିକ ଗୀତ। ଗୀତ ଟିଜର ରିଲିଜ ହେବା ପରେ ଲୋକେ ବହୁତ ପସନ୍ଦ କରୁଛନ୍ତି ମଧ୍ୟ। ଅକ୍ଷୟ କୁମାର ଏହି ଗୀତରେ ଟିଜର ସେୟାର କରିଛନ୍ତି।…

ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ଵୀରାଜ’ର ଦମ୍‌ଦାର ଟ୍ରେଲର ରିଲିଜ୍‌, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବେ ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ଵୀରାଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅକ୍ଷୟଙ୍କ ଏହି ଫିଲ୍ମ ଦୀର୍ଘ ଦିନ ହେଲାଣି ରିଲିଜ୍‌ ଅପେକ୍ଷାରେ ଅଛି। ଫ୍ୟାନ୍‌ମାନେ ବି ଫିଲ୍ମକୁ ପରଦାରେ ଦେଖିବାକୁ ଅନେକ ଦିନ ହେଲାଣି ଅପେକ୍ଷା କରିଛନ୍ତି। ତେବେ ଦର୍ଶକଙ୍କ…

ମାନୁଷୀ ଛିଲର ବୋଲ୍ଡ ଲୁକ୍ ଫଟୋ ସେୟାର କରି ଲେଖିଲେ ଏମିତି କ୍ଯାପସନ, ଯାହା ସମସ୍ତଙ୍କୁ କରୁଛି ପାଗଳ

ମିସ୍ ଇଣ୍ଡିଆ ମାନୁଷୀ ଛିଲର ଯାହାଙ୍କୁ ଦେଖି ଫ୍ଯାନଙ୍କ ହୃଦ୍‌ ସ୍ପନ୍ଦନ ବଢ଼ିଯାଏ। ଏମିତି ଏକ ଫଟୋ ମାନୁଷୀ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ପାଗଳ ହୋଇଗଲେଣି। ମାନୁଷୀ ସୁଇମିଂ ପୁଲରେ ଫଟୋ ପୋଜ୍ ଦେଉଥିବା ନଜର ଆସିଛନ୍ତି। ତାଙ୍କର ଏପରି ବୋଲ୍ଡ ଲୁକ୍ ସମସ୍ତଙ୍କ ପସନ୍ଦ ଆସୁଛି।…

ମାସିକ ଋତୁସ୍ରାବକୁ ନେଇ ସଚେତନା ସୃଷ୍ଟି କରିବାକୁ ୟୁନିସେଫ ସହିତ ହାତ ମିଳାଇଲେ ମାନୁଷୀ

ପୂର୍ବତନ ମିସ୍‌ ଓ୍ଵାଲର୍ଡ ମାନୁଷୀ ଛିଲ୍ଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଷୀ ୟୁନିସେଫ ସହ ଯୋଡି ହୋଇଥିବା ସୂଚନା ମିଳିଛି। ମାନୁଷୀଙ୍କ ଟିମ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଏହା କୁହାଯାଇଛି।…

ଏହି ହିରୋଇନ୍‌ ଲିକ୍‌ କଲେ ନିଜ ଘରର ଠିକଣା, ତାପରେ କ’ଣ ହେଲା ଜାଣନ୍ତୁ

ଏକ ଗିଫ୍ଟକୁ ନେଇ ସୋସିଆଲ ମିଡିଆ ପ୍ଲେଟଫର୍ମରେ ଅତ୍ୟଧିକ ଖୁସିରେ ନିଜ ଘରର ଠିକଣା ଖୁଲାସା କରି ଅଭିନେତ୍ରୀ ମାନୁଷୀ ଛିଲ୍ଲର ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛନ୍ତି। ତାଙ୍କର ଠିକଣା ମିଳିବା ପରେ କୋର ଟିମ୍‌ ତାଙ୍କୁ ସୁରକ୍ଷାତ୍ମକ ଦୃଷ୍ଟିରୁ ଏହି ପୋଷ୍ଟକୁ ହଟାଇବା ପୂର୍ବରୁ ଲୋକମାନଙ୍କ ନଜର…