ମସୁର ଡାଲି କ’ଣ ସତରେ ଆମିଷ ! ଜାଣନ୍ତୁ କ’ଣ ରହିଛି କାରଣ…
ସାଧାରଣତଃ ଡାଲି, ଚାଉଳ, ରୁଟି ଏବଂ ପନିପରିବା ଆଦିକୁ ଏକ ଶାକାହାରୀ ଖାଦ୍ୟ ଭାବେ ବିବେଚନା କରାଯାଏ । ଆମ ଦେଶରେ ଡାଲି ପ୍ରତ୍ୟେକ ଘରେ ପ୍ରସ୍ତୁତ ହୁଏ, ହେଲେ ଏପରି ଏକ ଡାଲି ଅଛି ଯାହାକୁ ଆମିଷ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଲାଲ୍ ମସୁର ଡାଲିକୁ ଏକ ତାମସିକ ଖାଦ୍ୟ ଭାବରେ…