ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା
କଟକ (କେନ୍ୟୁଜ): ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ। ଗୋଟିଏ ଲେଖାଏଁ ସିଟିଂରେ ହେବ ପ୍ରତି ବିଷୟ ପରୀକ୍ଷା । ଫେବ୍ରୁଆରୀ ୨୦ରେ ସାହିତ୍ୟ, ୨୩ରେ ଇଂରାଜୀ ପରୀକ୍ଷା।…