Browsing Tag

mayurbhanj cold

ହାଡ଼ଭଙ୍ଗା ଜାଡରେ ଥରୁଛି ମୟୂରଭଞ୍ଜ, ଜିରୋ ଡିଗ୍ରୀକୁ ଖସିଲା ତାପମାତ୍ରା

କରଞ୍ଜିଆ (କେନ୍ୟୁଜ) : ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ। ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀକୁ ଖସିଛି। ଜିରୋ ଡିଗ୍ରୀକୁ ଖସିଲା ଉପର ବାରାକାମୁଡା ତାପମାତ୍ରା । ଚହଲାରେ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। ଶିମିଳିପାଳ ପାଦଦେଶରେ ଥିବା ଯଶୀପୁର,…

ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ଶୀତ ଓ କୁହୁଡ଼ି, ଜାତୀୟ ରାଜପଥ ୪୯ରେ ଦିଶିଲା ନାହିଁ ରାସ୍ତା, ଗାଡ଼ି ଚଳାଚଳ ବନ୍ଦ

ମୟୁରଭଞ୍ଜ: କମୁଛି ପାରଦ ବଢୁଛି ଶୀତ । ମୟୁରଭଞ୍ଜ ଜିଲ୍ଲାରେ କୁହୁଡି ସହିତ ଜାରି ରହିଛି ଶୀତର ଲହରୀ। ସନ୍ଧ୍ୟା ଅପେକ୍ଷା ସକାଳୁ ବେସି ଥଣ୍ଡା ଅନୁଭବ ହେଉଛି । ଆଜି ଜାତୀୟ ରାଜପଥ ୪୯ ରେ କୁହୁଡି ଯୋଗୁଁ ଯିବା ଆସିବା ଗୋଟିଏ ପ୍ରକାର ଠପ ହେଇଯାଇଥିଲା । ସକାଳ ୮ ପର୍ଯ୍ୟନ୍ତ ବିଭିନ୍ନ…

ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ କୁହୁଡି: ଦିନକୁ ଦିନ ଏଠାରେ ଖସୁଛି ପାରଦ, ବଢୁଛି ଶୀତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଖସୁଛି ପାରଦ, ବଢୁଛି ଶୀତ । ବେଶ୍ କିଛି ଦିନ ହେଲା ଥଣ୍ଡାର ଲହରୀ ବଢି ଯାଇଛି । ସକାଳୁ ସକାଳୁ ଘରୁ ବାହାରିବା କଷ୍ଟ କର ହୋଇପଡିଛି । କୁହୁଡି ପ୍ରବଳ ଯୋଗୁଁ ଜାତୀୟ ରାଜପଥ ୪୯ ରେ ଗାଡି ଚଲେଇବା କଷ୍ଟକର ହୋଇପଡିଛି ।  ଏମିତି କି, ୨୫ ରୁ…