Browsing Tag

McDonald’s

ଶାକାହାରୀ ଜାଗାରେ ମାଂସାହାରୀ ଖାଦ୍ୟ ବିତରଣ; ଜୋମାଟୋ ଓ ମ୍ୟାକ୍‌ଡୋନାଲ୍ଡସ୍‌ ଏକାଠି ବହନ କରିବେ ୧ ଲକ୍ଷ ଜରିମାନା

ଭୁଲ୍‌ ଡେଲିଭରି ଯୋଗୁ ୧ ଲକ୍ଷ ଟଙ୍କା ଜରିମାନା ଗଣିବେ ଜୋମାଟୋ ଓ ମ୍ୟାକ୍‌ଡୋନାଲ୍ଡସ୍‌। ଅନଲାଇନ୍ ଫୁଡ୍‌ ଅର୍ଡରିଙ୍ଗ୍‌ ଏବଂ ଡେଲିଭରି ପ୍ଲାଟଫର୍ମ ‘ଜୋମାଟୋ’ କହିଛି ଯେ ଶାକାହାରୀ ଖାଦ୍ୟ ଅର୍ଡର ସ୍ଥାନରେ ମାଂସାହାରୀ ଖାଦ୍ୟ ବିତରଣ ଅଭିଯୋଗରେ ଯୋଧପୁରର ଜିଲ୍ଲା ଉପଭୋକ୍ତା କୋର୍ଟ ୧ ଲକ୍ଷ…

McDonald ରେଷ୍ଟୁରାଣ୍ଟ ଉପରେ ଅତର୍କିତ ଆକ୍ରମଣ କଲେ ୫୦ ଯୁବକ! ଲୁଟି ନେଲେ ବର୍ଗର ଓ କୋଲ୍ଡଡ୍ରିଙ୍କ୍‌ସ…ସାମ୍ନାକୁ…

ବ୍ରିଟେନ୍‌ରେ ମ୍ୟାକ୍‌ଡୋନାଲ୍ଡସ୍‌ର ଏକ ରେଷ୍ଟୁରାଣ୍ଟ ଭିତରେ ପଶି କିଛି କିଶୋର, କିଶୋରୀ ହଙ୍ଗାମା ସୃଷ୍ଟି କରିଛନ୍ତି ଏବଂ ଷ୍ଟୋରରେ ଥିବା ବର୍ଗର, କୋଲ୍ଡ ଡ୍ରିଙ୍କ୍‌ସ ଆଦି ଲୁଟି ନେଇଛନ୍ତି। ଏହି ଘଟଣାରେ ୫୦ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ସମସ୍ତଙ୍କ ବୟସ ୧୪ରୁ ୧୬ ବର୍ଷ ଭିତରେ…

କି ଲୋଭରେ ବାବା! ରୁଷ୍‌ରେ McDonald ବନ୍ଦ ହେବା ପରେ ଫ୍ରିଜ୍‌ରେ ବର୍ଗର ଫୁଲ୍‌ କରିଦେଲେ ଯୁବକ, ଦେଖନ୍ତୁ ଫଟୋ

ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଅନେକ ବଡ଼ ବଡ଼ କମ୍ପାନୀ ରୁଷ୍‌କୁ ବ୍ୟାନ୍‌ କରିବା ଆରମ୍ଭ କରିଛନ୍ତି। ଏହି ତାଲିକାରେ ମ୍ୟାକ୍‌ ଡୋନାଲ୍ଡ, ଷ୍ଟାର ବକ୍ସ ଓ କୋକାକୋଲା ବି ସାମିଲ ଅଛି। ଲୋକପ୍ରିୟ ସ୍ନାକ୍ସ କମ୍ପାନୀ ମ୍ୟାକ୍‌ ଡୋନାଲ୍ଡର ରୁଷ୍‌ରେ ବି ଅନେକ ଫ୍ୟାନ୍‌ ଅଛନ୍ତି। ସେମାନେ ପାଗଳ…

ପିଜା ଡେଲିଭରି ବୟ ପରେ ଏବେ McDonald’sର 7 କର୍ମଚାରୀଙ୍କୁ କରୋନା ପଜିଟିଭ ! ଅସ୍ଥାୟୀ ରୂପେ ବନ୍ଦ ହେଲା…

ନିକଟରେ ଜଣେ ପିଜା ଡେଲିଭରି ବୟକୁ କରୋନା ହେବା ପରେ ଏବେ ସାଧାରଣ ଲୋକ ଖାଦ୍ୟ ସାମଗ୍ରୀ ବାହାରୁ ଅର୍ଡର କରିବାକୁ ଡରୁଛନ୍ତି। ତେବେ ଏହାରି ଭିତରେ ଖବର ଆସୁଛି କି, ବର୍ଗର ବିକ୍ରି କରୁଥିବା ବହୁରାଷ୍ଟ୍ରୀୟ କମ୍ପାନୀ McDonald'sର 7ଜଣ କର୍ମଚାରୀଙ୍କଠାରେ କରୋନା ଭାଇରସ ପଜିଟିଭ ମିଳିଛି।…

McDonald’s ର ଚିକେନ୍‌ ବର୍ଗର ଖାଉଥିଲେ ମହିଳା, ପାଟିକୁ ନେବା ବେଳେ ସେଥିରୁ ବାହାରିଲା….

ସମୟ ଅଭାବରୁ ଆମେମାନେ ପ୍ରାୟତଃ ବାହାରୁ ଖାଇବା କିଣି ଖାଇଥାଉ। ବିନା ପରିଶ୍ରମରେ ତଥା ସୁଲଭ ମୂଲ୍ୟରେ ହାତ ପାହାନ୍ତାରେ ଖାଦ୍ୟ ମିଳିଯାଉଥିବାରୁ କର୍ମଜୀବୀମାନେ ଅଧିକାଂଶ ସମୟ ବାହାରୁ ମଗେଇ ଖାଇଥାନ୍ତି। କିନ୍ତୁ ବାହାରୁ ଖାଦ୍ୟ ଅର୍ଡର କରି ଖାଇବା ଏବେ ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି।…