Browsing Tag

medical negligence

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରଙ୍କୁ ଉଠାଇ ନେଲା ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ, ଧୂଷୁରୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଜମନ୍ତପୁର ଗାଁର ଅଭୟ ଜେନାଙ୍କୁ ଘରୋଇ…

ଚିକିତ୍ସା ଅବହେଳାରୁ  ପ୍ରସୂତି ମହିଳାଙ୍କ ମୃତ୍ୟୁ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ବରଗଡ଼ ଜିଲ୍ଲାପାଳ

ବରଗଡ଼ : ଚିକିତ୍ସା ଅବହେଳାରୁ  ପ୍ରସୂତି ମହିଳାଙ୍କ ମୃତ୍ୟୁ । ବିଜେପୁର ସ୍ଥିତ ଅମୃତଧାରା ନର୍ସିଂ ହୋମ ନାମରେ ସାଙ୍ଘାତିକ ଅଭିଯୋଗ । ମୃତକ ହେଲେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଟୁହିଆମାଲ ଗ୍ରାମର ନାରାୟଣ ମହାନନ୍ଦଙ୍କ ଗର୍ଭବତୀ ପତ୍ନୀ ।   ଏହି ମୃତ୍ୟୁ ଘଟଣାକୁ ନେଇ ଜିଲ୍ଲାପାଳଙ୍କ…

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼: ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପହଞ୍ଚିଲା ପାଟଣାଗଡ଼ ପୋଲିସ । ପ୍ରସବ ବେଦନା ଯୋଗୁ ଗତକାଲି ଚିଙ୍ଗେରବନ୍ଧ ଗାଁର ଶରତ ମେହେର ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି…

ଚିକିତ୍ସାରେ ଅବହେଳା ଯୋଗୁଁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଉମରକୋଟ: ଚିକିତ୍ସା ଅବହେଳାରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ହସ୍ପିଟାଲ ପରିସରରେ ଦେଖାଗଲା ଉତ୍ତେଜନା । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିକତ୍ସାରେ ବିଳମ୍ବ ଓ ଅବହେଳା ପାଇଁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ନବରଙ୍ଗପୁର ଜିଲ୍ଲା ତୁରୁଡ଼ି ପ୍ରାଥମିକ ବିଦ୍ୟାଳୟ ଛାତ୍ରବାସରେ ଘଟିଛି…

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ନୟାଗଡ଼: ହୋହାଲ୍ଲାରେ କମ୍ପୁଛି ହସ୍ପିଟାଲ ପରିସର । ଏପଟେ ଘର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଅଞ୍ଚଳ । ଡାକ୍ତରଙ୍କୁ ଗିରଫ ଦାବି କରି ଶହ ଶହ ଲୋକେ ହସ୍ପିଟାଲ ବାହାରେ ରୁଣ୍ଡ ହୋଇଛନ୍ତି । ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଆଣିଥିଲେ ପରିବାର ଲୋକେ । କିଛି ଘଣ୍ଟାରେ ଘରକୁ ଆସିଥାଆନ୍ତି…

ନର୍ସିଂହୋମରେ ପ୍ରବଳ ଭଙ୍ଗାରୁଜା, ଚିକିତ୍ସାରେ ଅବହେଳା ପାଇଁ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ

ଜଣେ ପ୍ରସୂତିଙ୍କ ହଠାତ ମୃତ୍ୟୁକୁ ନେଇ ଦେଖାଯାଇଛି ଉତ୍ତେଜନା । ନର୍ସିଂ ହୋମରେ ଥିବା ଜିନିଷ ଭଙ୍ଗାରୁଜା କରିବା ସହ ଡାକ୍ତରଙ୍କ ଗାଡ଼ି ଭାଙ୍ଗିଛନ୍ତି ମୃତକଙ୍କ ସମ୍ପର୍କୀୟ । ମେଡିକାଲ କର୍ତ୍ତୃପକ୍ଷ ନ ଆସିବା ଯୋଗୁଁ ଦେଖାଯାଇଥିଲା ପ୍ରବଳ ଉତ୍ତେଜନା । ଛୁଆକୁ ଜନ୍ମ ଦେଲା ସିନା ମା’ ।…

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ରେଢ଼ାଖୋଲ (କେନ୍ୟୁଜ): ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାରେ ବିଳମ୍ବ ଓ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଦେଖାଯାଇଛି ।  ମୃତ ମହିଳା ଜଣଙ୍କ ହେଲେ ରେଢ଼ାଖୋଲ ଥାନା ଶ୍ୟାମପୁର ଗାଁର ୬୨ବର୍ଷୀୟା ଇନ୍ଦୁମତି…

ଚିକିତ୍ସା ଅବହେଳା ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ପରିବାର ଲୋକଙ୍କ ଦାବି

ଭଦ୍ରକ (କେନ୍ୟୁଜ): ଅବହେଳା କାରଣରୁ ଚାଲିଗଲା ଦୁଇ ଦୁଇଟା ନୀରିହ ଜୀବନ । ଚିକିତ୍ସା ଅବହେଳା ପାଇଁ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଆଉ ଦିନ କେଇଟା ଯାଇଥିଲେ ଘରେ ଖୁସିର ମାହୋଲ ହୋଇଥାନ୍ତା । କିନ୍ତୁ ସବୁ ଖୁସି କ୍ଷଣିକରେ ଶେଷ ହୋଇଗଲା । ଡାକ୍ତରଖାନା…

ଡାକ୍ତର ଆସିଲେନି, ନର୍ସ ଚିକିତ୍ସା କରିବାରୁ ଚାଲିଗଲା ୫ବର୍ଷ ଶିଶୁର ଜୀବନ: ଏମିତି ଅଭିଯୋଗ ଆଣିଲେ ପରିବାର ଲୋକେ

ଗଜପତି(କେନ୍ୟୁଜ୍): ଡାକ୍ତର ନଥିଲେ ନର୍ସ ଚିକିତ୍ସା କରିବାରୁ ୫ବର୍ଷର ଶିଶୁର ଜୀବନ ଗଲା। ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଗତକାଲି ବିଳମ୍ବିତ ରାତ୍ରରୁ ଶିଶୁ ମୃତ୍ଯୁକୁ ନେଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଉତ୍ତେଜନା।…

ଡାକ୍ତରଙ୍କ ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି କ୍ଲିନିକ ସମ୍ମୁଖରେ ଧାରଣା ଦେଲେ…

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବଡ଼ବଜାର ନିକଟରେ ଥିବା ଜୟ ମା ନାମକ ଏକ ଘରୋଇ କ୍ଲିନିକ୍ ରେ ଡାକ୍ତରଙ୍କ ଅବହେଳା କାରଣରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। କ୍ଲିନିକ ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେବା ସହିତ ଘଟଣାସ୍ଥଳରେ…

ଚିକିତ୍ସା ଅବହେଳାରୁ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ, ଥାନାରେ ଏତଲା ଦେଲେ ପରିବାର ଲୋକ

ଭଦ୍ରକ : ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମ ନାଁରେ ଅଭିଯୋଗ ହୋଇଛି। ତିହିଡି ଥାନା କୋହ୍ଲା ଅଞ୍ଚଳର ଜଣେ ପ୍ରସୂତିଙ୍କୁ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ମହିଳା ଏକ ଶିଶୁକନ୍ୟାକୁ ଜନ୍ମ…

କଟକ ଅଶ୍ୱିନୀ ହସ୍ପିଟାଲ ନାଁରେ ଗୁରୁତର ଅଭିଯୋଗ, ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ

କେନ୍ୟୁଜ ବ୍ୟୁରୋ : କଟକ ଅଶ୍ୱିନୀ ହସ୍ପିଟାଲ ନାଁରେ ଗୁରୁତର ଅଭିଯୋଗ । ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ପରିବାର ପକ୍ଷରୁ ଟଙ୍କା ଯୋଗାଡ଼ କରାଯାଇଥିଲା । ହେଲେ ଡାକ୍ତରଙ୍କ…