Browsing Tag

mental health

ଚିନ୍ତା କରିବା କମ କରନ୍ତୁ, ମନ ଓ ମସ୍ତିଷ୍କ ଠିକ ରଖନ୍ତୁ

ଦିନକୁ ଦିନ ଅଧିକ ବଢ଼ିବାରେ ଲାଗିଛି ମାନସିକ ରୋଗୀଙ୍କ ସଂଖ୍ୟା। କୌଣସି ଘଟଣାକୁ ବାରମ୍ବାର ଭାବିବା ଓ ସେହି ବିଷୟରେ ଚିନ୍ତା କରିବା ହେଉଛି ମାନସିକ ରୋଗର ମୁଖ୍ୟ କାରଣ। ଏହା ଛାଡ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଅନେକ ଘଟଣା ଘଟେ, ଯାହାକୁ ନେଇ କିଛି ଲୋକ ବ୍ୟସ୍ତ ହୋଇ ଯାଆନ୍ତି । ପୁଣି ମୁଣ୍ଡ…

ମସ୍ତିଷ୍କର ଥକ୍କାପଣ ଏବଂ ଭାରି ଲାଗିବା ସମସ୍ୟାରୁ ମୁକ୍ତି ଦେବ ଏହି ୩ଟି ଆୟୁର୍ବେଦିକ ଔଷଧ

ମୁଣ୍ଡ ଭାରି ଲାଗିବା, ମାନସିକ ଥକ୍କାପଣ, ଚିଡିଚିଡ ହେବା, ରାଗ, ମନ ବିଚଳିତ ହେବା, କାହା ସହିତ କଥା ହେବା ପାଇଁ ଇଚ୍ଛା ନଥିବା ଭଳି ସମସ୍ୟା ଦେଖାଦେଉଥିଲେ ଆପଣ ମସ୍ତିଷ୍କ ପ୍ରତି ଧ୍ୟାନ ଦେବା ଜରୁରୀ। ଏହା ସହିତ ନିଜ ଭାବନାକୁ ନିଜ ନିୟନ୍ତ୍ରଣରେ ରଖିବା ଜରୁରୀ। ଏଭଳି ସମସ୍ୟା ମଣିଷକୁ…

ଚିନ୍ତା ଦୂର କରିବା ହେବା ସହଜ: ଆଞ୍ଜାଇଟି କଣ୍ଟ୍ରୋଲ ପାଇଁ KIIT ପ୍ରଫେସଙ୍କ ଅଭିନବ ପ୍ରୟାସ, ତିଆରି କଲେ କମ୍ ଟଙ୍କାର…

ଆପଣ ମଧ୍ୟ ଏ କଥାକୁ ଏଡାଇପାରିବେନି ବିଗତ କିଛି ବର୍ଷ ହେଲାଣି ଅନେକ ବ୍ୟକ୍ତି ମାନସିକ ରୋଗର ଶିକାର ହେଉଛନ୍ତି। ଖାସ କରି ଏପରି ମେଣ୍ଟାଲ ହେଲ୍ଥର ଅସୁବିଧା ଦେଖାଯାଇଛି କୋଭିଡ୍-୧୯ ର ଆରମ୍ଭ ହେବା ପରେ। ଏମିତିକି ଆପଣ ଜାଣିଥିବେ ଅଧିକାଂଶ ଯୁବଗୋଷ୍ଠୀ ଶାରୀରିକ ରୋଗ ଅପେକ୍ଷା ମାନସିକ ରୋଗର…

ମାନସିକ ଭାବେ ସୁସ୍ଥ ବା ମେଣ୍ଟାଲି ଷ୍ଟ୍ରଙ୍ଗ ରହିବା ପାଇଁ କରନ୍ତୁ ଏହି ସବୁ କାମ, ବଦଳାନ୍ତୁ ନିଜର ଅଭ୍ୟାସ

ବର୍ତ୍ତମାନ ଶାରୀରିକ ଅସୁସ୍ଥତା ଯେତିକି ମାତ୍ରାରେ ଦେଖାଯାଉଛି ତା ଠାରୁ ଅଧିକ ଦେଖାଯାଉଛି ମାନସିକ ଅସୁସ୍ଥତା । ଦିନକୁ ଦିନ ଏହି ମାନସିକ ରୋଗର ଶିକାର ହେଉଛନ୍ତି ଅଧିକ ଯୁବଗୋଷ୍ଠି । ମେଣ୍ଟାଲ ହେଲ୍‌ ଥ ବା ମାନସିକ ଭାବେ ସୁସ୍ଥ ରହିବା ସମସ୍ତଙ୍କ ପାଇଁ ଆବଶ୍ୟକ କାରଣ ଜଣେ ବ୍ୟକ୍ତି ମାନସିକ…

ଭୁଲ୍‌ରେ ବି କାହା ସହ କରନ୍ତୁ ନାହିଁ ନିଜ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ କଥା ସେୟାର, କରି ପାରନ୍ତି ଅସୁବିଧାର ସାମ୍ନା

ଦର୍ଶକବନ୍ଧୁ ଆପଣ ଜାଣିଥିବେ ଆମ ଦୁନିଆରେ ଅନେକ ପ୍ରକାରର ଲୋକେ ଅଛନ୍ତି ପୁଣି ସେମାନଙ୍କ ମଧ୍ୟରୁ କିଛି ଲୋକ ଇଣ୍ଟ୍ରୋଭର୍ଟ ଆଉ କିଏ ଏକ୍ସ୍ଟୋଭର୍ଟ ତ ପୁଣି ଆଉ କିଏ ଆମ୍ବିଭର୍ଟ । କିଛି ଲୋକ କମ କଥା ହେବାକୁ ଓ ନିଜ ଜୀବନର ସବୁ ଜିନିଷକୁ ପ୍ରାଇଭେଟ ରଖିବାକୁ ପସନ୍ଦ କରନ୍ତି ଓ ଅନ୍ୟ କିଛି ଲୋକେ…

କାହିଁକି ଫାଇଦାଯୁକ୍ତ ହୋଇଥାଏ କମ୍‌ କହିବା ଓ ଅଧିକ ଶୁଣିବା? ମାନସିକ ସ୍ୱାସ୍ଥ୍ୟ ସହିତ କ’ଣ ରହିଛି ସମ୍ବନ୍ଧ? ଜାଣନ୍ତୁ

ଆମଠାରୁ ବଡ଼ ଅର୍ଥାତ୍‌ ଗୁରୁଜନମାନଙ୍କ କଥାକୁ ପୂରା ଦୁନିଆ ଆପଣାଇଥାଏ। ଆପଣ ଅନେକ ବାର ସେମାନଙ୍କ ମୁହଁରୁ ଶୁଣିଥିବେ ଯେ ଆମକୁ ବହୁତ କମ୍‌ କଥା ହେବା ଉଚିତ ଏବଂ ଅଧିକ ଶୁଣିବା ଉଚିତ। ସେମାନଙ୍କର ପ୍ରତ୍ୟେକ ପରାମର୍ଶ ଭଳି ଏହି ପରାମର୍ଶ ବି ବେଶ୍‌ ଗୁରୁତ୍ୱ ରଖିଥାଏ। କମ୍‌ କଥା ହେବା ଏବଂ…

କ’ଣ ଆପଣଙ୍କୁ ଘୃଣା କରୁଛନ୍ତି କି ଲୋକେ, ତ ଜାଣି ରଖନ୍ତୁ ଏହା ହୋଇପାରେ ଅସଲ କାରଣ

କିଛି ଲୋକ ଆପଣଙ୍କୁ ଭଲ ପାଆନ୍ତି, ତ ଆଉ କିଛି ଲୋକ ଆପଣଙ୍କୁ ଘୃଣା କରିବାରେ ଲାଗିଥାଆନ୍ତି। ଲୋକଙ୍କଠାରୁ ମିଳୁଥିବା ଘୃଣା କିଛି ଜଣଙ୍କ ପାଇଁ ଚିନ୍ତାର କାରଣ ବନିଯାଇଥାଏ ଏବଂ ସେମାନେ ମାନସିକ ଅଶାନ୍ତିକୁ ଚାଲି ଯାଇଥାଆନ୍ତି। ତେବେ ଏହି ଘୃଣା ପଛରେ ଅନେକ କାରଣ ହୋଇପାରେ, ଯାହା ବିଷୟରେ ଆପଣ…

ଚୀନରେ ଏବେ ପିଲା କେବଳ ୩ ଘଣ୍ଟା ଖେଳିପାରିବେ ଅନଲାଇନ ଗେମ୍, କାରଣ କ’ଣ

କରୋନା କାଳରେ ଅଧିକ ସମୟ ପର୍ଯ୍ଯନ୍ତ ଲକଡାଉନ ରହିଥିବାରୁ ପିଲାମାନଙ୍କ ମୋବାଇଲ ପ୍ରତି ଆଗ୍ରହ ଅଧିକ ବଢିଯାଇଛି। ତେଣୁ ସମସ୍ତ ଅଭିଭାବକଙ୍କ ଚିନ୍ତା ବଢିଯାଇଛି। ତା’ ସହିତ ପିଲାଙ୍କ ଅନଲାଇନ କ୍ଲାସ ମଧ୍ୟ ମୋବାଇଲ ପ୍ରତି ଅଧିକ ଆଟାଚ କରିଛି। ତେଣୁ ଏମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ବହୁତ…

ଶରୀର ସହ ମନକୁ ଶାନ୍ତ ରଖିବା ପାଇଁ ମନା କରନ୍ତୁ ଏହିସବୁ ଭୋଜନ, ଜାଣନ୍ତୁ

କୁହାଯାଏ ମଣିଷକୁ ଖୁସି କରିବାକୁ ହେଲେ ପ୍ରଥମେ ତା ପେଟକୁ ଖୁସି କରିବା ଆବଶ୍ୟକ । ଏହାସହ ଆପଣ ଯେମିତି ଖାଦ୍ୟ ଖାଇବେ ଆପଣଙ୍କ ମନ ବି ସେମିତି ହେବ । କାରଣ ଖାଦ୍ୟ ଆମ ଶରୀର ସହ ମନ ଉପରେ ବେଶ ପ୍ରଭାବ ପକାଇଥାଏ । ତେଣୁ ଖାଦ୍ୟ ଅନୁଯାୟୀ ଆମ ମୁଡ ମଧ୍ୟ ନିର୍ଭର କରେ । ଭଲ ଓ ମନ ପସନ୍ଦ ଖାଦ୍ୟ…

କରୋନା କାଳରେ କରନ୍ତୁ ବ୍ୟାୟାମ, ଏହା ଆପଣଙ୍କ ଶରୀର ସହ ମନକୁ ରଖିବ ସୁସ୍ଥ 

ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଗୋଟିଏ ଦିନରେ ପରଫେକ୍ଟ ହୋଇନଥାଏ । ଅର୍ଥାତ ହେଲ୍‌ଥ ଏକ ପ୍ରୋସେସ ହୋଇଥାଏ । ଏଥିପାଇଁ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯାହାକି ଆମର ଅଭ୍ୟାସରେ ପରିଣତ ହୋଇଯାଏ । ତେବେ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ୍ସରସାଇଜ ବା ବ୍ୟାୟାମ ହୋଇଥାଏ…

ମସ୍ତିଷ୍କକୁ ମଜବୁତ କରିଥାଏ ଏହିସବୁ ସୁପରଫୁଡ, ପାଖ ମାଡିବନି ଚିନ୍ତା

ବର୍ତ୍ତମାନ ସମୟରେ କାମ ଛଡା ଶରୀରର ଯତ୍ନ ନେବା ମଧ୍ୟ ବେଶ୍‌ ଆବଶ୍ୟକ। ଆଜିକାଲି ସମସ୍ତେ କାମ ବ୍ୟସ୍ତ ଯୋୁଁ ଟେନସନରେ ରହୁଛନ୍ତି, ଯାହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ। ଏମିତିରେ ମସ୍ତିଷ୍କକୁ ମଜବୁତ କରିବା ଏବଂ ଶାନ୍ତ ରଖିବା ଉଚିତ। ସମସ୍ତ ଅସୁବିଧାକୁ ଦୂର କରିବା…