Browsing Tag

mission shakti

ଜାତୀୟ ପତାକା ପ୍ରସ୍ତୁତି ଦାୟିତ୍ୱ ନେଇଥିବାରୁ ମିଶନ ଶକ୍ତି ମା ମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଆଜି ସଂଧ୍ୟାରେ ନବୀନ ନିବାସଠାରେ ଢେଙ୍କାନାଳ, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ…

ପଞ୍ଚାୟତିରାଜ ଜନ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ହେବେ…

କେନ୍ୟୁଜ୍(ବ୍ୟୁରୋ): ଏସଏଚଜିରୁ ହେବେ ବ୍ୟବସାୟୀ। ସ୍ୱୟଂ ସହାୟକ ଗୋଷ୍ଠୀ ହେବେ SME ବା କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗୀ । ପଞ୍ଚାୟତିରାଜ ଜନ ପ୍ରତିନିଧିଙ୍କୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ମନ୍ତ୍ର । ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ । ଆସନ୍ତା ୧୨ମାସ…

ମହିଳା ଭୋଟରଙ୍କ ସମର୍ଥନ ପାଇଁ ବିଜେଡିର ବଡ଼ ଯୋଜନା, ଗେମ୍‌ ଚେଞ୍ଜର ହେବ ମିଶନ ଶକ୍ତି ?

କେନ୍ୟୁଜ୍(ବ୍ୟୁରୋ):  ୨୦୨୪ ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ। ମହିଳା ଭୋଟରଙ୍କ ସମର୍ଥନ ହାସଲ କରିବାକୁ ବଡ଼ ଯୋଜନା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତିରୁ ଏଭଳି ସ୍ପଷ୍ଟ ଆଭାସ ମିଳୁଛି । ପୂର୍ବରୁ ନିର୍ବାଚନଗୁଡ଼ିକରେ ମହିଳା ଭୋଟରଙ୍କର ଅକୁଣ୍ଠ ସମର୍ଥନ ପାଇଛି…

୩୨ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ, ସବୁ ଗାଁରେ ହେବ ମିଶନ ଶକ୍ତି ଗୃହ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ୩୨ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ହୋଇଛି । ରାଜ୍ୟର ସବୁ ଗାଁରେ ହେବ ମିଶନ ଶକ୍ତି ଗୃହ । ୫ ବର୍ଷରେ ଖର୍ଚ୍ଚ ହେବ ୪ ହଜାର…

୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ୍‌: ମିଳିବ ପୋଷାକ ଭତ୍ତା ସହ ସ୍ମାର୍ଟ ଫୋନ୍‌ ଓ…

କେନ୍ୟୁଜ୍(ବ୍ୟୁରୋ):ମିଶନ ଶକ୍ତିରେ ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ୍‌ ଓ ଗସ୍ତ ଖର୍ଚ୍ଚ ଦିଆଯିବ । ଏହି ଘୋଷଣା…

ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ: ୬୦୦୦ କୋଟି ଟଙ୍କାରେ ପହଞ୍ଚିଲା ଋଣ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍‌ ଲାଇନ ମାର୍କେଟ ବ୍ୟବସ୍ଥାର…

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪୫୩ କୋଟି ୫୦ ଲକ୍ଷ ଟଙ୍କାର କୋଭିଡ୍‌ ସହାୟତା

କେନ୍ୟୁଜ୍(ବ୍ୟୁରୋ):  ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ପ୍ୟାକେଜ୍‌ । ମହିଳାମାନଙ୍କ ପାଇଁ ୪୫୩ କୋଟି ୫୦ ଲକ୍ଷ ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩୮ଟି ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ ।…

ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସଂପତ୍ତି, ଆଗାମୀ ଦୁଇମାସ ମଧ୍ୟରେ ସଂପତ୍ତି ହସ୍ତାନ୍ତର ପାଇଁ…

କେନ୍ୟୁଜ୍(ବ୍ୟୁରୋ):  ଅବ୍ୟବହୃତ ସରକାରୀ ସଂପତ୍ତି ମିଶନ ଶକ୍ତି ମହାସଂଘକୁ ହେବ ହସ୍ତାନ୍ତର। ବିଭିନ୍ନ ଜିଲ୍ଲାରେ ଅବ୍ୟବହୃତ ଥିବା ସରକାରୀ ସଂପତ୍ତିକୁ ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଦୁଇମାସ ମଧ୍ୟରେ…

ନବରାତ୍ରରେ ଯୋଗୀ ଆଦିତ୍ୟନାଥ ଆରମ୍ଭ କଲେ ‘ମିଶନ ଶକ୍ତି’, ରାଜ୍ୟ ପୋଲିସରେ ୨୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଘୋଷଣା

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷା ନେଇ ଶନିବାର ମିଶନ ଶକ୍ତି ଅଭିଯାନ ଆରମ୍ଭ କରିଛନ୍ତି। ଏ ଅବସରରେ ଯୋଗୀ କହିଛନ୍ତି ଆମେ ନାରୀଙ୍କୁ ବ୍ୟବହାରିକ ଜୀବନରେ ମଧ୍ୟ ଶକ୍ତିର ସ୍ୱରୂପ ଭାବେ ପ୍ରସ୍ତୁତ କରି ପାରିବା, ଏହି ଭାବନାକୁ ଆଗକୁ ବଢ଼ାଇବା ପାଇଁ ଆଜି ସରକାର…

ବାସୁଦେବପୁର: ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ମିଶନ ଶକ୍ତି କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ବାସୁଦେବପୁର(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିରସ ପଂଚାୟତର ଥିବା ମହିଳା ମହା ସଂଘର ସଂପାଦିକା ଲକ୍ଷାଧିକ ଟଙ୍କା ହଡପ କରିଥିବା ଘଟଣାରେ ଶତାଧିକ ମହିଳା ଅଭିଯୋଗ କରିବା ସହିତ ପଂଚାୟତ କାର୍ଯ୍ୟାଳୟକୁ ତାଲା ପକାଇଥିଲେ। ହେଲେ ଉକ୍ତ ଘଟଣା ପଂଚାୟତରେ ନବୁଝିବାରୁ ଆଜି ପଂଚାୟତରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମିଶନ ଶକ୍ତିକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…

କେନ୍ୟୁଜ୍(ବ୍ୟୁରୋ): ମିଶନ ଶକ୍ତି ହେଲା ନୂଆ ବିଭାଗ । ଅନ୍ତର୍ଜାତୀୟ ମହିଳା ଦିବସରେ ଏହାକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମିଶନ ଶକ୍ତି ବିଭାଗର ନ୍ୟୁଟ୍ରିସନ ଷ୍ଟ୍ରାଟେଜୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ୨୨ଟି ଜିଲ୍ଲାର ୧୨୫ଟି…

ମିଶନ ଶକ୍ତି ମେଳା ବୁଲି ଅଳଙ୍କାର ବାକ୍ସ ଓ ବ୍ୟାଗ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, SHG ସଦସ୍ୟାଙ୍କ ସହ କଲେ…

ଭୁବନେଶ୍ୱରପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ମେଳାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ…