Below header
Browsing Tag

MITCHELL MARSH

ଆଇପିଏଲ ୨୦୨୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ଆଇପିଏଲ ୨୦୨୪ରେ କମବ୍ୟାକ୍‌ କରିବାକୁ ଚେଷ୍ଟା କରୁଛି ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ଅଲରାଉଣ୍ଡର ଆହତ ହେବା ପରେ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି । ମିଚେଲ ମାର୍ଶ ଆହତ ହେବା ପରେ…

ଅଷ୍ଟ୍ରେଲିଆ ଟିମ୍‌କୁ ଟି୨୦ ସିରିଜ ପୂର୍ବରୁ ଝଟକା, କରୋନା ସଂକ୍ରମିତ ହେଲେ ଅଧିନାୟକ ମିଚେଲ ମାର୍ଶ

କରୋନା କବଜାରେ ଅଷ୍ଟ୍ରେଲିଆ ଟିମର ଖେଳାଳି । ଅଷ୍ଟ୍ରେଲିଆରେ ଘରୋଇ ସିଜନ ଚାଲୁଥିବା ବେଳେ ଟିମର କେତେକ ଖେଳାଳି କରୋନା ପଜିଟିଭ ହୋଇଛନ୍ତି । ଟିମର ଅଧିନାୟକ ମିଚେଲ ମାର୍ଶ କରୋନା ପଜିଟିଭ ହୋଇଛନ୍ତି । ଯାହା ଟିମ୍‌ ପାଇଁ ଝଟକା । ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜ…

ମିଚେଲ ମାର୍ଶଙ୍କ ନାମରେ ଥାନାରେ ଅଭିଯୋଗ, ବିଶ୍ୱକପ ଟ୍ରଫି ଉପରେ ପାଦ ରଖି ଉଠାଇଥିଲେ ଫଟୋ

ଅଷ୍ଟ୍ରେଲିଆ କ୍ରିକେଟ ଟିମର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ହାତରେ ବିୟର ଏବଂ ପାଦ ତଳେ ଟ୍ରଫି ରଖି ଫଟୋ ଉଠାଇଥିଲେ । ଏହାପରେ ତାଙ୍କ ନାଁରେ ଥାନାରେ ଏତଲା ରୁଜୁ ହୋଇଛି । ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ…

ଅଷ୍ଟ୍ରେଲିଆ ଟିମ୍‌କୁ ଝଟକା, ବ୍ୟକ୍ତିଗତ କାରଣ ଯୋଗୁଁ ସ୍ୱଦେଶ ଫେରିଲେ ମିଚେଲ ମାର୍ଶ

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ ଅଷ୍ଟ୍ରେଲିଆ ଟିମକୁ ଝଟକା । ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ତଥା ବ୍ୟାଟର ମିଚେଲ ମାର୍ଶ ବ୍ୟକ୍ତିଗତ କାରଣ ଯୋଗୁଁ ହଠାତ୍‌ ସ୍ୱଦେଶ ଫେରିଯାଇଛନ୍ତି । ତାଙ୍କ ପାରିବାରିକ ମାମଲା ନେଇ ସ୍ୱଦେଶ ଫେରିଥିବା ସୂଚନା ମିଳିଛି । ତେବେ ମାର୍ଶ ବିଶ୍ୱକପରେ ଆଗାମୀ ମ୍ୟାଚ…

ମିଚେଲ ମାର୍ଶଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ଫ୍ୟାନ୍ସ, ଖୁସିରେ ଗଦଗଦ୍‌ ହୋଇପଡିଲେ ଖେଳାଳି

ବିଶ୍ୱକପ ୨୦୨୩ରେ ଅଷ୍ଟ୍ରେଲିଆର ଆରମ୍ଭ ଭଲ ନାହିଁ । ୫ଥର ବିଶ୍ୱ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ହାରିଛି । ହେଲେ ବିଶ୍ୱକପରେ ଟିମ୍‌ ଧୀରେ ଧୀରେ କମବ୍ୟାକ୍‌ କରୁଛି । ଅଷ୍ଟ୍ରେଲିଆ ଶୁକ୍ରବାର ଦିନ ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ…

ଦିଲ୍ଲୀ କ୍ୟାପିଟାଲ୍ସର ବଢିଲା ଚିନ୍ତା, ହସପିଟାଲରେ ଭର୍ତ୍ତି ହେଲେ ମିଶେଲ ମାର୍ଶ

ଆଇପିଏଲ୍‌ର ଚଳିତ ସିଜିନରେ କରୋନା ଏଣ୍ଟ୍ରି ମାରିଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମିଶେଲ ମାର୍ଶଙ୍କ ଆରଟି-ପିସିଆର ଟେଷ୍ଟ ପଜିଟିଭ ଆସିଛି। ମିଶେଲ ମାର୍ଶଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ମିଶେଲଙ୍କ ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ସହଯୋଗୀ ଷ୍ଟାଫ ମଧ୍ୟ ପଜିଟିଭ ହୋଇଛନ୍ତି।…

ସନରାଇଜର୍ସ ହାଇଦ୍ରାବାଦକୁ ଲାଗିପାରେ ଝଟ୍‌କା! ଆଇପିଏଲ୍‌ରୁ ବାହାରିପାରନ୍ତି ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଖେଳାଳି ମିଶେଲ ମାର୍ଶ ଆଘାତ ଯୋଗୁଁ ଆଇପିଏଲ ଲିଗରୁ ଆଉଟ ହୋଇପାରନ୍ତି। ସୂତ୍ର ମୁତାବକ, ବାଙ୍ଗଲୋର(RCB) ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବା ବେଳେ ମିଶେଲଙ୍କ ଗୋଡରେ ଆଘାତ ଲାଗିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। A true warrior! 🧡#OrangeArmy…