ମାଆ ଓ ଝିଅକୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ
କେନ୍ୟୁଜ୍(ବ୍ୟୁରୋ):ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ । ମାଆ ଓ ଝିଅକୁ ହତ୍ୟା ମାମଲାରେ ଛତିଶଗଡ଼ ହାଇକୋର୍ଟ ତାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଗତ ଏପ୍ରିଲରେ ଅନୁପଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ରାଇଗଡ଼ ସେସନ୍ସ କୋର୍ଟ…