Browsing Tag

mobile phone

ଆପଣଙ୍କ ସ୍ମାର୍ଟଫୋନରେ ଭାଇରସ୍ ଅଛି ନା ନାହିଁ, ଜାଣନ୍ତୁ ଏହି ଉପାୟରେ

ସମୟ ସହିତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ର ଚାହିଦା ବଢ଼ିବାରେ ଲାଗିଛି । ଏବେ ଖୁବ୍ କମ୍ ଲୋକ ହିଁ ଥିବେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବ । କିନ୍ତୁ ଆଗାମୀ ସମୟରେ ଏହି ସମସ୍ୟା ବି ଦୂର ହୋଇଯିବ । ପ୍ରତିଟି ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ରହିଥିବ । କହିବାକୁ ଗଲେ ସ୍ମାର୍ଟଫୋନ୍ ରହିବା…

ମୋବାଇଲ ଫୋନ୍ ହେଉ ଅବା ଡୋର ବେଲ୍ କେବେ ବି ରଖନ୍ତୁ ନାହିଁ ଏହି ଟୋନ୍, ପରିବାର ଉପରେ ପଡ଼ିବ କୁପ୍ରଭାବ

ବାସ୍ତୁ ଶାସ୍ତ୍ରରେ ଜୀବନକୁ ସରସ ସୁନ୍ଦର କରିବାକୁ ଅନେକ ଟିପସ ଦିଆଯାଇଛି। ଏଥିରେ ଘରେ କେଉଁ ଶବ୍ଦ ହେବା ଭଲ ଓ ଖରାପ ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଘରେ ମୋବାଇଲ ଫୋନ, ଡୋର ବେଲ, ଘଣ୍ଟା ଓ ଅନ୍ୟ ଶବ୍ଦ ଉତ୍ପନ୍ନ କରୁଥିବା ଜିନିଷ ଆଦି ରହିଥାଏ। ଏହି ଶବ୍ଦର ପ୍ରଭାବ ଘରର ବାତାବରଣ…

ଗାଡିଚାଳକ ସାବଧାନ! ଅକ୍ଟୋବର ୧ରୁ ଲାଗୁ ହେବାକୁ ଯାଉଛି ଏହି ସବୁ ନିୟମ

ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଛନ୍ତି କି ? ତାହେଲେ ହୋଇଯାନ୍ତୁ ସାବଧାନ। ଅକ୍ଟୋବର ୧ ତାରିଖରୁ ଗାଡି ଚଲାଇବାର ଅନେକ ନିୟମ ବଦଳିବାକୁ ଯାଉଛି। ଏହି ନିୟମ ଅନୁଯାୟୀ ଏଣିକି ଗାଡି ଚଲାଇବା ସମୟରେ ଫୋନରେ କଥା ହେବା ପଡିବ ମହଙ୍ଗା। ତେବେ କେବଳ ରୁଟ ନେଭିଗେସନ ବ୍ୟତିତ ମୋବାଇଲର ବ୍ୟବହାର…

ଘରେ ଫୋନ ବନାଇଲେ ୫୦ ହଜାର ଟଙ୍କା ସହିତ ଅନେକ ସୁଯୋଗ ଦେଉଛି ଭାରତର ଏହି ବଡ କମ୍ପାନୀ, ଜାଣନ୍ତୁ କଣ ରହିଛି…

ଚୀନ୍ ସହିତ ବିବାଦ ପରେ ସେଠାରେ ଥିବା ସାମଗ୍ରୀକୁ ମଧ୍ୟ ବର୍ଜନ କରାଯାଉଛି ଏବଂ ଲୋକମାନେ ମେଡ୍ ଇନ୍ ଇଣ୍ଡିଆ ଉପରେ ଜୋର ଦେଉଛନ୍ତି । ଏହି ସମୟରେ ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀ ଲାଭା ଘରେ ଫୋନ୍ ତିଆରି କରିବାକୁ ଅଫର ଦେଉଛି । ଏଥିପାଇଁ କମ୍ପାନୀ ଏକ ପ୍ରତିଯୋଗିତା ଆୟୋଜନ କରୁଛି । ଯେଉଁଥିରେ…

ସାବଧାନ! ଆପଣଙ୍କ ମୋବାଇଲ୍‌ରୁ ବି ବ୍ୟାପିପାରେ କରୋନା ଭାଇରସ୍‌, ଏସବୁ ବିଷୟ ପ୍ରତି ରଖନ୍ତୁ ଧ୍ୟାନ

ମୋବାଇଲ୍‌ ଫୋନ୍‌ରୁ ବ୍ୟାପେ କି କରୋନା! ପ୍ରଶ୍ନଟି ଗମ୍ଭୀର ହୋଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ। ଏକ୍ସପର୍ଟଙ୍କ କହିବାନୁସାରେ ମୋବାଇଲ ଫୋନ୍‌ ମାଧ୍ୟମରେ କରୋନା ଭାଇରସ୍‌ ବ୍ୟାପିବା ସମ୍ଭାବନା ରହିଛି। ମାତ୍ର କେତେକ ବିଶେଷ ବିଷୟ ଉପରେ…

ଆପଣଙ୍କ ଫୋନ ରେକର୍ଡ ହେଉନାହିଁ ତ ? ଜାଣିବେ କେମିତି

ନୂଆଦିଲ୍ଲୀ : ତୀବ୍ରତାରେ ବଢ଼ୁଥିବା ଡିଜିଟାଲ ଦୁନିଆରେ ସ୍ମାର୍ଟଫୋନ ସାଧାରଣ ଜୀବନର ଆବଶ୍ୟକତାରେ ପରିଣତ ହୋଇଛି। ଦୈନିକ ଛୋଟବଡ଼ କାମ ପାଇଁ ଆମେ ସ୍ମାର୍ଟଫୋନ ର୍ନିଭର କରୁଛୁ। କିନ୍ତୁ ସ୍ମାର୍ଟଫୋନ ଆମ ଜୀବନକୁ ଯେତେ ସରଳ କରିଛି ସେତିକି ଅସୁବିଧା ମଧ୍ୟ ବଢ଼ାଇଛି। ସ୍ମାର୍ଟଫୋନରେ ଆମର ଅନେକ…

ବ୍ଯାଟେରୀ ବ୍ଯାକଅପରେ ଫେଲ ମାରିଲା ଏହି ସ୍ମାର୍ଟଫୋନ, ଦେଖନ୍ତୁ ଆପଣଙ୍କ ଫୋନ ନାହିଁ ତ ସାମିଲ୍    

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜର ପୁରୁଣା ମୋବାଇଲ ବଦଳି ଅଧିକ ଅପଗ୍ରେସନ୍ ପାଇଁ ନୂଆ ମୋବାଇଲ କିଣିଥାନ୍ତି। ଗ୍ରାହକଙ୍କ ଅନୁଯାୟୀ, ନୂଆ ମୋବାଇଲରେ ଅଧିକ ବ୍ଯାଟେରୀ ବ୍ଯାକଅପ ସହ ମିଳିଥାଏ ଅଧିକ ଫିଚର। କିନ୍ତୁ ଏପରି କିଛି ମୋବାଇଲ କମ୍ପାନି ରହିଛି ଯାହା ମୋବାଇଲ ଗୁଡ଼ିକ ବ୍ଯାଟେରୀ ବ୍ଯାକଅପ୍…

ବନ୍ଦ ହୋଇଯିବ ୫୦ କୋଟି ମୋବାଇଲ୍ ନମ୍ବର, ଜିଓ ଉପଭୋକ୍ତାଙ୍କ ଉପରେ ବିପଦର ଘଣ୍ଟି

ବନ୍ଦ ହୋଇଯାଇପାରେ ଦେଶର ୫୦ କୋଟି ମୋବାଇଲ୍ ନମ୍ବର । ଯେଉଁ ଉପଭୋକ୍ତା ମୋବାଇଇଲ୍ କନେକ୍ସନ୍ ନେବା ସମୟରେ ଅାଧାର ବ୍ୟତୀତ ଅନ୍ୟ କୌଣସି ପରିଚୟ ପତ୍ର ଦେଇନାହାଁନ୍ତି ସେମାନଙ୍କ ନମ୍ବର ବନ୍ଦ ହୋଇପାରେ । କାରଣ ଆଧାର କାର୍ଡ ଦେଇ ସିମ୍ କାର୍ଡ ନେଇଥିବା ୟୁଜରଙ୍କୁ ନୂଆ କେୱାଇସି (ନୋ ୟୋର…