ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ, ୧୦୦ରୁ ଅଧିକ ରାସ୍ତା ବନ୍ଦ, ଆଲର୍ଟ ଜାରି
ଉତ୍ତରାଖଣ୍ଡ : ମୌସୁମୀ ବର୍ଷା ଆରମ୍ଭ ହେବା ପରେ ଉତ୍ତରାଖଣ୍ଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବର୍ଷା କାରଣରୁ ରାଜ୍ୟର ଅନେକ ରାସ୍ତା ବନ୍ଦ ହୋଇ ପଡ଼ିଥିବା ବେଳେ କିଛି କ୍ଷତିଗ୍ରସ୍ତ ହୋଇଛି । ବଦ୍ରିନାଥ ଏବଂ କେଦାରନାଥ ନ୍ୟାସନାଲ ହାଇଓେ୍ବ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇପଡିଛି । ବର୍ଷା…