Browsing Tag

Monsoon rain

୬-୭ଟି ଜିଲ୍ଲାରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, କାଲିଠାରୁ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଦିନେ ଦୁଇ ଦିନ ବର୍ଷା ହେଲା । ୬-୭ଟି ଜିଲ୍ଲାରେ ସକ୍ରିୟ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ତାପରେ ଧିମା ପଡ଼ିଗଲା । କେଉଁଠି ବର୍ଷା ହେଉଛି ତ ଆଉ କିଛି ସ୍ଥାନରେ ନାହିଁ । ପାଗ ଅନୁକୂଳ ରହିଥିଲେ ବି…

ଓଡ଼ିଶା ଛୁଇଁବା ପରେ ଅଗ୍ରସର ହେଉଛି ମୌସୁମୀ: କିଛି ଜିଲ୍ଲାରେ ବର୍ଷା ଜାରି, ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ…

ଭୁବନେଶ୍ବର(କେନ୍ୟୁଜ): ୨ ଦିନ ପରେ ବଢିବ ବର୍ଷା ପରିମାଣ। ଓଡ଼ିଶା ଛୁଇଁବା ପରେ ଅଧିକ ଅଗ୍ରସର ହେଉଛି ମୌସୁମୀ। କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବର୍ଷା ଜାରି ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ସକ୍ରିୟ ହେବ। ଖୋର୍ଦ୍ଧା, ପୁରୀ, କଟକ,…

ଏଥର ସ୍ୱାଭାବିକଠାରୁ ରାଜ୍ୟରେ ହେବ କମ୍‌ ମୌସୁମୀ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍‌): ଏଥର ରାଜ୍ୟରେ କମ୍‌ ବର୍ଷା ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାସ ଟ୍ଵିଟ କରି ସୂଚନା ଦେଇଛନ୍ତି । ଜୁନରୁ ସେପେମ୍ବର ମଧ୍ୟରେ ରାଜ୍ୟରେ ମୌସୁମୀ ବର୍ଷା…

ଗ୍ରୀଷ୍ମର ନିଦାଘକୁ ଶାନ୍ତ କରୁଥିବା ମୌସୁମୀ ସୃଷ୍ଟି ହୁଏ କେମିତି, କୁଆଡ଼ୁ ଆସେ ଥଣ୍ଡା ବାୟୁ

ମନ୍‌ସୁନ୍‌ ବା ମୌସୁମୀର ଆଗମନ ଯୋଗୁ ଚାରିଆଡ଼େ ଖେଳିଯାଇଛି ଖୁସିର ଲହରୀ। ଗ୍ରୀଷ୍ମର ନିଦାଘ ପରେ ମୌସୁମୀ ବର୍ଷା ପୃଥିବୀକୁ ଶାନ୍ତ କରିବାକୁ ଆସୁଛି। ବର୍ଷାର ବୁନ୍ଦେ ଜଳ ପାଇଁ ଆଉଟୁପାଉଟୁ ହୋଇପଡ଼ୁଛନ୍ତି ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଗଛ ପତ୍ର ଯାଏଁ। ଟାଇଁ ଟାଇଁ ଖରାରେ ମୌସୁମୀ ବର୍ଷା ହିଁ…

ଜୁନ୍‌ ମାସରେ ହୋଇଛି ସ୍ବାଭାବିକଠାରୁ ଅଧିକ ବର୍ଷା : ଝାରସୁଗୁଡ଼ାରେ ସର୍ବାଧିକ, ପୁରୀରେ ସର୍ବନିମ୍ନ ରେକର୍ଡ

ଭୁବନେଶ୍ବର : ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ବାଭାବିକ ଭାବେ ୨୨୫.୨ ମିମି ବର୍ଷା ହେବା କଥା। ତେବେ ଚଳିତବର୍ଷ ୨୫୭ ମିମି ବର୍ଷା ରେକର୍ଡ କରାଯାଇଛି।  ଝାରସୁଗୁଡ଼ାରେ ସବୁଠାରୁ ଅଧିକ ବର୍ଷା ‌ରେକର୍ଡ କରାଯାଇଛି। ସେହିପରି…

ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୮ଟି ଜିଲ୍ଲାକୁ ଜାରି ହୋଇଛି ରେଡ୍‌ ଆଲର୍ଟ

ଭୁବନେଶ୍ବର(କେନ୍ୟୁଜ୍) : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୱେଲ୍‌ ମାର୍କ ଲୋ ପ୍ରେସରର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗ କହିଛି, ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ୮ଟି ଜିଲ୍ଲା ସମ୍ବଲପୁର, ଦେବଗଡ, ସୋନପୁର,…

ଖରାରେ ସିଝୁଛି ସାରା ରାଜ୍ୟ, ଲଘୁଚାପ ପ୍ରଭାବରେ ଆସନ୍ତା ୩୦ ତାରିଖରୁ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨ରୁ ୩ ଦିନ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆସନ୍ତା ୩୦ ତାରିଖରୁ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱରରେ ପାଗ ମେଘୁଆ ରହିବ । ଏଥିସହ ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି…

ଆସନ୍ତା ସପ୍ତାହରୁ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଜୁନ ଶେଷରୁ ଜୁଲାଇ ପ୍ରଥମ ଭାଗ ମଧ୍ୟରେ ପ୍ରବଳରୁ ଅତି…

ଭୁବନେଶ୍ବର (କେନ୍ୟୁଜ୍): ରାଜ୍ୟରୁ ମୌସୁମୀ ଉଭାନ୍‌ । ତେବେ କାଁ ଭାଁ ସ୍ଥାନରେ ବର୍ଷା ହେଉଛି। ୩ ଦିନ ପରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୯ ତାରିଖ ରାତିରୁ ପାଗରେ ପରିବର୍ତ୍ତନ ଆସିବ । ଉତ୍ତର-ପୂର୍ବ ବଙ୍ଗୋପସାଗରରେ…

ଏବର୍ଷ ଦେଶରେ ହେବ ସ୍ୱାଭାବିକଠାରୁ କମ୍‌ ମୌସୁମୀ ବର୍ଷା

ମୌସୁମୀ ଋତୁରେ ଏବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ। ଏଲନିନୋ ପ୍ରଭାବରେ କମିବ ବର୍ଷା। ଏଭଳି ଆକଳନ କରିଛି ଘରୋଇ ପାଣିପାଗ ବିଭାଗ ସ୍କାଏମେଟ୍‌। ସ୍ୱାଭାବିକଠାରୁ କମ୍‌ ବର୍ଷା ହେବା ନେଇ ୫୫ ପ୍ରତିଶତ ଆଶଙ୍କା ରହିଛି। ଅର୍ଥାତ୍‌ ଦେଶରେ ଏବର୍ଷ ୯୦ରୁ ୯୫ ପ୍ରତିଶତ ବୃଷ୍ଟିପାତ ହୋଇପାରେ।…