Below header

ଏଥର ସ୍ୱାଭାବିକଠାରୁ ରାଜ୍ୟରେ ହେବ କମ୍‌ ମୌସୁମୀ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍‌): ଏଥର ରାଜ୍ୟରେ କମ୍‌ ବର୍ଷା ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାସ ଟ୍ଵିଟ କରି ସୂଚନା ଦେଇଛନ୍ତି ।

ଜୁନରୁ ସେପେମ୍ବର ମଧ୍ୟରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିବ । ଏଭିତରେ କେରଳ ଛୁଇଁ ସାରିଲାଣି ମୌସୁମୀ । ହେଲେ ଓଡ଼ିଶାରେ କେବେ ପହଞ୍ଚିବ ସେନେଇ ସ୍ପଷ୍ଟ କରିନି ପାଣିପାଗ ବିଭାଗ । ଅନ୍ଯପଟେ ଜୁନରେ ଭଲ ବର୍ଷା ହେବ ବୋଲି କହିଛନ୍ତି IMD ଡିଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.