Browsing Tag

monsoon return

ଆଜିଠୁ ମୌସୁମୀର ଲେଉଟାଣି, ୮ ଦିନ ବିଳମ୍ବରେ ଆରମ୍ଭ ହେଲା ପ୍ରକ୍ରିୟା

(କେନ୍ୟୁଜ): ମୌସୁମୀର ଲେଉଟାଣି । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ ବାୟୁ । ସାଧାରଣତଃ ଭାରତରୁ ୧୭ ସେପ୍ଟ୍ବେମ୍ବର ହେଉଛି ମୌସୁମୀ ଫେରିବା ସମୟ । ଚଳିତ ବର୍ଷ ୮ ଦିନ ବିଳମ୍ବରେ…

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ

କେନ୍ୟୁଜ୍: ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ବାତ୍ୟା ଆସିବ ନା ନାହିଁ ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି।…

ଅଧା ଓଡିଶାରୁ ଲେଉଟିଲାଣି ମୌସୁମୀ ବାୟୁ ! ଆସନ୍ତା ୧୩ରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ଚଳିତବର୍ଷ ଲଘୁଚାପ ପଚରୁ ଲଘୁଚାପ ଆସିବାରେ ଲାଗିଛି । ଆରମ୍ଭରୁ ସେତେଟା ବର୍ଷା ହୋଇନଥିଲେ ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ତା ସାଙ୍ଗର ବଜ୍ରପାତ ମଧ୍ଯ ଅନେକଙ୍କ ଜୀବନ ନେଇଛି । ଏପରିପେକ୍ଷୀରେ ପୁଣି ଏକ…

୬ରୁ ଫେରିଯିବ ମୌସୁମୀ, ଓଡ଼ିଶାରୁ ହୋଇପାରେ ସାମାନ୍ୟ ବିଳମ୍ବ

ଭୁବନେଶ୍ବର(କେନ୍ଯୁଜ୍): ୬ ତାରିଖରୁ ଫେରିଯିବ ମୌସୁମୀ । ଉତ୍ତର ପଶ୍ଚିମ ଭାରତରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳ କରିଛି । ବିଳମ୍ବରେ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଫେରୁଥିବାରୁ ଓଡ଼ିଶାରୁ…

ଲେଉଟାଣି ନେଉଛି ମୌସୁମୀ: ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ୧୩୦୨.୯ ମିମି ବର୍ଷା ରେକର୍ଡ, ୧୮ ଜିଲ୍ଲାରେ ହୋଇଛି…

ଭୁବନେଶ୍ବର: ରାଜ୍ୟରେ ପାଗ ଶୁଖିଲା ଓ ଅନୁକୂଳ ଥିବାରୁ ଲେଉଟାଣି ନେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରୁ ମୌସୁମୀ ବାୟୁ ଅପସରି ଯାଇଥିବା ବେଳେ ଆଜି ଅବଶିଷ୍ଟ ଓଡ଼ିଶା ଓ ଦେଶରୁ ମୌସୁମୀର ଲେଉଟାଣି ନେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟରେ ପାଗ…

୨୪ ଘଣ୍ଟାରେ ରାଜ୍ୟରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ, ଦୁଇଦିନ ମଧ୍ୟରେ ସାରା ରାଜ୍ୟରୁ ଅପସରି ଯିବ ମୌସୁମୀ ବାୟୁ

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ପାଗ ଶୁଖିଲା ଥିବାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ଓ ଉତ୍ତର ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ…