Browsing Tag

mother torture

ଜନ୍ମକଲା ପୁଅ ଦେଉଛନ୍ତି ଅକଥନୀୟ ଅତ୍ୟାଚାର, ପୁଅ ବେକ ମୋଡି ମାରୁଛି ବୋହୂ ଖାଇତେ ଦଉନି

ବାଲେଶ୍ୱର (କେନ୍ୟୁଜ) : ମାଆର ବୁକୁ ଫଟା କାନ୍ଦ। ଟିକେ ଭଲ କରି ଦେଖନ୍ତୁ ଆଜ୍ଞା ନିଜ ଜନ୍ମକଲା ପୁଅ ଠାରୁ ପାଇଥିବା ଅକଥନୀୟ ଅତ୍ୟାଚାରକୁ କହୁ କହୁ କେମିତି ତଳେ ଗଡି ଯାଉଛନ୍ତି ବୃଦ୍ଧା ଜଣକ। ସହି ପାରୁ ନାହାଁନ୍ତି କି ବିଶ୍ୱାସ କରି ପାରୁ ନାହାଁନ୍ତି, ସତରେ ଯେଉଁ ପୁଅକୁ ଜନ୍ମ କରି ଛୋଟରୁ…

ଅସ୍ତରଙ୍ଗ: ସ୍ୱାମୀ ଛାଡ଼ି ଚାଲିଯିବା ପରେ ଶାଶୂ ଘର ଲୋକେ ତଡିଦେଲେ, ହେଲେ ଜନ୍ମ କଲା ମାଆ ଦେଉଛି କଷଣ

ପୁରୀ(କେନ୍ୟୁଜ୍): ଅସହାୟା ଇପ୍‌ସିତା । ସ୍ୱାମୀ ଛାଡ଼ି ଚାଲିଯିବା ପରେ ଶାଶୂ ଘର ଲୋକେ ତଡିଦେଲେ । ଏବେ ବାପଘରକୁ ଆଶ୍ରୟ ନେବାକୁ ଆସିଥିଲେ, ହେଲେ ନିଷ୍ଠୁର ହେଲା ଜନ୍ମ କଲା ମାଆ । ଗାଁ ଦାଣ୍ଡରେ ଝିଅକୁ ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ଘରୁ ବାହାର କରିଦେଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌…