ପୁନେ: ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ମହିଳା ମୃତ, ଅନ୍ୟ ଜଣେ ଗୁରୁତର
ମହାରାଷ୍ଟ୍ରର ପୁନେରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଠାରେ କୋନ୍ଧୱାର ଏନଆଇବିଏମ୍ ରୋଡରେ ଥିବା ଏକ ଆବାସିକ କୋଠାରେ ନିଆଁ ଲାଗିଛି ।…