Below header
Browsing Tag

mumbai news

ଶକ୍ତ ଚାପୁଡ଼ା ପରେ ରେଳଧାରଣା ଉପରେ ପଡ଼ିଗଲେ ଯୁବକ, କିଛି କ୍ଷଣ ମଧ୍ୟରେ ଟ୍ରେନ୍‌ ଚକ ତଳେ ଚାଲିଗଲା ଜୀବନ

ମୁମ୍ବାଇର ସିୟନ ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା। ଅସଦାଚରଣ ଅଭିଯୋଗରୁ ଚାଲିଯାଇଛି ଜୀବନ। ଟ୍ରେନ ଲାଇନରେ ପଡ଼ି ୨୬ ବର୍ଷୀୟ ଜଣେ ଯୁବକ ଦିନେଶଙ୍କର ମୃତ୍ୟୁ ହୋଇଛି। ସିସିଟିଭିରେ କଏଦ ହୋଇଛି ଏହି ଭିଜୁଆଲ୍‌। ଏଥିରେ ଦିନେଶ ଧଳା ସାର୍ଟ ଓ ଟ୍ରାଉଜର ପିନ୍ଧିଥିବା ଦେଖିବାକୁ ମିଳିଛି। ଶୀତଲ…

ମୁମ୍ବାଇ: ଚିକେନ୍‌ ତରକାରୀରୁ ବାହାରିଲା ମୂଷା, ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚିକେନ୍‌ ତରକାରୀରେ ମୂଷା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଫେମସ୍‌ ହୋଟେଲରେ ଚିକେନ୍‌ ତରକାରୀରୁ ବାହାରିଛି ମୂଷା ମାଂସ। ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ପହଞ୍ଚି ସମ୍ପୃକ୍ତ ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ…

ଭଡ଼ା ଘରୁ ମିଳିଲା ମହିଳା ସବ୍‌-ଇନ୍ସପେକ୍ଟରଙ୍କ ଗଳିତ ମୃତଦେହ, ଦେଢ଼ ବର୍ଷ ଧରି ସିକ୍‌ ଲିଭ୍‌ରେ ଥିଲେ ଶୀତଲ୍‌ ଏଡକେ

ମହାରାଷ୍ଟ୍ର ପୋଲିସର ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କ ଗଳିତ ମୃତଦେହ ମୁମ୍ବାଇର ନେହେରୁ ନଗରସ୍ଥିତ ତାଙ୍କ ଭଡ଼ା ଘରୁ ମିଳିଛି। ମୃତ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଶୀତଲ୍‌ ଏଡକେ ରୂପେ ଚିହ୍ନଟ କରାଯାଇଛି। ସେ ନେହେରୁ ନଗର ଥାନାରେ ହିଁ ମୁତୟନ ଥିଲେ, କିନ୍ତୁ ଗତ ଦେଢ଼ ବର୍ଷ ଧରି ଶୀତଲ୍‌ ସିକ୍‌…

ମୁମ୍ବାଇର ଧରାବୀରେ ଚାଞ୍ଚଲ୍ୟ! କ୍ରିକେଟ ଷ୍ଟମ୍ପ୍‌ରେ ପିଟି ପିଟି କବାଡ଼ି ଖେଳାଳିଙ୍କୁ ହତ୍ୟା; ପୋଲିସ କହିଲା ଏହି କାରଣ

ମୁମ୍ବାଇର ଧରାବୀରେ ରହୁଥିବା ୨୬ ବର୍ଷୀୟ ଜଣେ କବାଡ଼ି ଖେଳାଳିଙ୍କୁ ଶୁକ୍ରବାର ପିଟି ପିଟି ହତ୍ୟା କରାଯାଇଛି। ତାଙ୍କ ନାମ ବିମଲରାଜ ନାଦର। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ବିମଲଙ୍କୁ କ୍ରିକେଟ ଷ୍ଟମ୍ପ୍‌ରେ ପିଟି ପିଟି ମାରି ଦିଆଯାଇଛି। ଏଥିରେ ଧାରୁଆ ଅସ୍ତ୍ର ବି ବ୍ୟବହୃତ ହୋଇଛି।…

ପ୍ରେମ ପାଇଁ ସ୍ୱିଡେନ୍‌ରୁ ମୁମ୍ବାଇ, ବିଶ୍ୱାସ ରଖି ଯୁବକଙ୍କୁ ଦେଖା କରିବାକୁ ଘରୁ ଲୁଚି ଚାଲି ଆସିଲା ନାବାଳିକା

କୁହାଯାଏ, ପ୍ରେମ ଅନ୍ଧ ହୋଇଥାଏ ଏବଂ ଅନେକ ବାର ଏମିତି ଘଟଣା ସାମ୍ନାକୁ ଆସିଥାଏ, ଯାହା ଏହି ପ୍ରବାଦକୁ ଚରିତାର୍ଥ କରିଥାଏ। ନିକଟରେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ୧୬ ବର୍ଷୀୟା ସ୍ୱିଡେନ ଝିଅ ସୋସିଆଲ ମିଡିଆରେ ୧୯ ବର୍ଷୀୟ ଜଣେ ଯୁବକଙ୍କୁ ଭେଟିଥିଲା। ସେ ସେହି…

ଇଏ କୋଉଠି ଥିଲେ ଲୋ ମା ? ୩ ଫୁଟର ଗୁପ୍ତ କୋଠରୀରୁ ବାହାରିଲେ ୧୭ ଯୁବତୀ! ବାର୍ ସିଲ୍ କଲା ପୋଲିସ

ମୁମ୍ବାଇର ଅନ୍ଧେରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବାର୍‌ର ସିକ୍ରେଟ ରୁମ୍‌ରୁ ୧୭ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ବାସ୍ତବରେ, ଏହି ବାର୍‌ ଯୁବତୀମାନେ ଏଠାରେ ଥିବା ମେକଅପ୍ ରୁମ୍ ଭିତରେ ନିର୍ମିତ ଗୁପ୍ତ କୋଠରୀରେ ହିଁ ଲୁଚି ରହିଥିଲେ। ପୋଲିସକୁ ସେମାନଙ୍କୁ…

ମୁମ୍ବାଇରେ ୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ବାଲ୍‌କୋନୀରୁ ଖସି ଜଣେ ମୃତ, ନିଆଁ ଲିଭାଇବାରେ ନିୟୋଜିତ ୧୪ଟି…

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଏକ ୬୦ ମହଲା ବିଶିଷ୍ଟ ଅଭିଗନା ପାର୍କ ବିଲ୍ଡିଂରେ ଶୁକ୍ରବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବିଲ୍ଡିଂର ୧୯ତମ ମହଲାରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ପର୍ଯ୍ୟନ୍ତ ଧୂଆଁ ଦୃଶ୍ୟମାନ ହୋଇଥିଲା। ବିଲ୍ଡିଂରୁ ବଡ଼ ବଡ଼ ନିଆଁ ହୁଳା ମଧ୍ୟ ତଳକୁ…

ଅଚାନକ ପାର୍କିଂ ପାଖେ ଥିବା ଗାଡ଼ି ମାଟି ତଳେ ପୋତି ହୋଇଗଲା, ସମସ୍ତେ ଦେଖି ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ(କେନ୍ୟୁଜ): ମୁମ୍ବାଇର ଘାଟକୋପର ଇଲାକାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ଏଠାରେ ପାର୍କିଙ୍ଗ ଥିବା ଏକ କାର ଅଳ୍ପ ସମୟ ମଧ୍ୟରେ ମାଟି ତଳେ ପୋତି ହୋଇଗଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।…

ଏକାନ୍ତରେ ସମୟ ବିତାଇବାକୁ ବୟଫ୍ରେଣ୍ଡକୁ ଘରର ଡୁପ୍ଲିକେଟ୍‌ ଚାବି ଦେଇଥିଲେ ଯୁବତୀ, କିନ୍ତୁ ୧୩ ଲକ୍ଷର ଚୋରି କରି…

ପ୍ରେମର ପଥ ସହଜ ନୁହେଁ। ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସବୁବେଳେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କେତେବେଳେ ପରିବାର ଲୋକ ପ୍ରେମକୁ ସ୍ୱୀକୃତି ଦେଉନଥିବା ବେଳେ ଆଉ କେତେବେଳେ ପ୍ରେମ କରୁଥିବା ବ୍ୟକ୍ତି ହିଁ ଧୋକା ଦେଇଥାଏ। ଏବେ ସେଭଳି ଏକ ମାମଲା ଦେଖିବାକୁ ମିଳିଛି…

ଲଣ୍ଡନରୁ ପାଠପଢ଼ି ଆସିଥିବା କମ୍ପ୍ୟୁଟର ଇଞ୍ଜିନିୟର ଲକ୍‌ଡାଉନରେ ୨୨ ହଜାରରୁ ଅଧିକ ମହିଳାଙ୍କୁ ଲଗାଇ ଦେଲ ଚୂନ, ୱେବସାଇଟ…

ଛୋଟ ଛୋଟ ଠକେଇ କରି ଏ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ମହିଳାଙ୍କୁ ଠକିଥିବା ଜଣେ ଧୁରନ୍ଧର ଠକ ମୁମ୍ବାଇ ପୋଲିସ ହାତରେ ଧରାପଡ଼ିଛନ୍ତି। ସାଇବର ପୋଲିସ ୩୨ ବର୍ଷୀୟ ଜଣେ ଯୁବକଙ୍କୁ କାବୁ କରିଛି, ଯିଏ ମହିଳାମାନଙ୍କୁ ହଜାର ହଜାର ଟଙ୍କାର ଚୂନ ଲଗାଇ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ଗିରଫ ଯୁବକଙ୍କ…