Browsing Tag

nagarjuna besha of jagannath

ଶ୍ରୀମନ୍ଦିରକୁ ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଗାଏବ ହୋଇଥିବା ଚନ୍ଦ୍ର ଓ ସୂର୍ଯ୍ୟ

ପୁରୀ: ଶ୍ରୀମନ୍ଦିରକୁ ଫେରିଲା ଚନ୍ଦ୍ର ଓ ସୂର୍ଯ୍ୟ । ସେବାୟତ ଫେରାଇଲେ ଚନ୍ଦ୍ର ଓ ସୂର୍ଯ୍ୟ । ନିଜ ଘର ନିଳମାଧବଙ୍କୁ ଲାଗି କରିବା ପାଇଁ ଏହାକୁ ନେଇଯାଇଥିବା ସେବାୟତ କହିଛନ୍ତି । ଗତ ୨୭ ତାରିଖରେ ହୋଇଥିବା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଅଂଶ ବିଶେଷ ହେଉଛି ଚନ୍ଦ୍ର ଓ ସୂର୍ଯ୍ୟ…

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବାଘଛାଲ ଓ ଦୁଇଟି ଓଳମାଳ ଗାଏବକୁ ନେଇ ଚର୍ଚ୍ଚା, ଭାଇରାଲ୍‌ ହେଉଛି କଦମ୍ବ…

ପୁରୀ: ପୁରୀରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ବ୍ୟବହୃତ ହୋଇଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ପରେ ପୁଣି ଏବେ ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ନେଇ ଚର୍ଚ୍ଚା । ଏହାସହ ମହାପ୍ରଭୁଙ୍କ କଦମ୍ବ ମାଳି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଜଣେ ସେବକ ନିଜ ଫେସବୁକ୍‌ ଆକାଉଣ୍ଟରେ ଏହି…

ଆଉ ଦୁଇ ଦିନ ପରେ ଦୁର୍ଲଭ ନାଗାର୍ଜୁନ ବେଶ, ପ୍ରସ୍ତୁତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ…

ପୁରୀ(କେ ନ୍ୟୁଜ): ଆଉ ମାତ୍ର ଦୁଇ ଦିନ ପରେ ଅନୁଷ୍ଠିତ ହେବ ଦୁର୍ଲଭ ନାଗାର୍ଜୁନ ବେଶ । ରତ୍ନବେଦୀରେ ଚତୁର୍ଦ୍ଧାବିଗ୍ରହଙ୍କ ହେବ ନାଗାର୍ଜୁନ ବେଶ । ଶୃଙ୍ଖଳିତ ଭାବରେ କେମିତି ବେଶ କରାଯିବ ସେନେଇ ପୁରୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର…

ଆସନ୍ତା ୨୭ରେ ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ, ପୂଜାପଣ୍ଡା ନିଯୋଗ କରିବେ ମହାପ୍ରଭୁଙ୍କୁ ଏହି ବେଶ

ପୁରୀ: ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ । ପୁରୀ ଶ୍ରୀମନ୍ଦିରରେ ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ଦ୍ୱାରଫିଟା ନୀତି ପରେ ବେଶ ଶ୍ରୀମନ୍ଦିରକୁ ବିଜେ କରିବ । ଅବକାଶ ନୀତି ପରେ ବେଶ ଆରମ୍ଭ ହେବ । ପ୍ରଥମ ଭୋଗ ମଣ୍ଡପ ପରେ ବେଶ ଲାଗି ହେବ ।…