Below header
Browsing Tag

Naveen Patnaik

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ କଲେ ୭ଟି ଯୋଜନାର ଭିତ୍ତି ପ୍ରସ୍ତର…

ପୁରୀ: ଝଲସିବ ଶ୍ରୀକ୍ଷେତ୍ର । ବଦଳିବ ପୁରୀର ଚେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୫୨୨କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୁରୀରେ ପହଞ୍ଚି…

ସିଏଏକୁ ହଁ, ଏନଆରସିକୁ ନା; ଏନପିଆରକୁ କଣ କହିବେ ନବୀନ ?

ଭୁବନେଶ୍ୱର : ଏନପିଆରକୁ ନେଇ କଣ ରହିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟାଣ୍ଡ, ତାକୁ ନେଇ ଚର୍ଚ୍ଚା । ସିଏଏକୁ ହଁ ଓ ଏନଆରସିକୁ ନା କହିଥିବା ନବୀନ ଏବେ ଏନପିଆରକୁ ବିରୋଧ କରିବା ସମ୍ଭାବନା କମ୍ । ରାଜ୍ୟ ସରକାର ବହୁ ପୂର୍ବରୁ ଅର୍ଥାତ୍ ୨୦୧୩ରେ ଏନପିଆର ଡାଟାବେସ୍ ବ୍ୟବହାର କରିବା…

ରାଜ୍ୟରେ ହକି ଖେଳରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ହକି ଖେଳରେ ଉନ୍ନତି ପାଇଁ ହୋଇପାରେ ବଡ ଘୋଷଣା । ହକିର ଭିତ୍ତିଭୂମି ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାକୁ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିପାରନ୍ତି । ଏଥିପାଇଁ ସଂଧ୍ୟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ କରାଯାଇଛି । ଏଥିରେ…

ନବୀନଙ୍କ ଟୁରିଜିମ୍‌ କୁଇଜ୍‌, ଉତ୍ତରଦାତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକଥା ସେ ତାଙ୍କର ଟ୍ଵିଟରରେ ଦର୍ଶାଇଛନ୍ତି । ଓଡ଼ିଶାର ଅନେକ ସ୍ଥାନ ସେ ବୁଲିଛନ୍ତି ଏବଂ ତାଙ୍କୁ ଭଲ ଲାଗିଛି ମଧ୍ୟ । ହେଲେ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳ ତାଙ୍କୁ ଖୁବ୍‌ ମନୋରମ…

ରାଜ୍ୟର ଶିଶୁ ସେବା ଅନୁଷ୍ଠାନଗୁଡିକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ଶିଶୁ ସେବା ଅନୁଷ୍ଠାନଗୁଡିକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା। ଜିଲ୍ଲାଗୁଡିକର ଆବଶ୍ୟକତା ଭିତ୍ତିରେ ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଘୋଷଣା କରିଛନ୍ତି। ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନଗୁଡିକରେ ରହୁଥିବା…

ଜାପାନରେ ସାମୁଦ୍ରିକ ଝଡ଼ ହଗିବିସ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍, କହିଲେ ଆମେ ସମସ୍ତେ ଏକତ୍ରିତ…

ଭୁବନେଶ୍ବର(କେନ୍ୟୁଜ୍): ଜାପାନରେ ସାମୁଦ୍ରିକ ଝଡ଼ ହଗିବିସ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାପାନ ସରକାରଙ୍କ ସହ ଓଡ଼ିଶା ଛିଡ଼ା ହୋଇଛି । ଜାପାନର ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ଆମେ ପ୍ରାର୍ଥନା କରୁଛୁ । ପ୍ରତିଟି ଜୀବନ ମୂଲ୍ୟବାନ,…

ବିଜେପୁରରେ ନିଶ୍ଚିତଭାବେ ଆସନ ଦଖଲ କରିବ ଦଳ : ମୁଖ୍ୟମନ୍ତ୍ରୀ

ବିଜେପୁର: ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ। ନିଶ୍ଚିତଭାବେ ଆସନ ଦଖଲ କରିବ ଦଳ। ଏନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ଦିଲ୍ଲୀ ଗସ୍ତ ସଫଳ ହୋଇଥିବା କହିଛନ୍ତି ନବୀନ। କେନ୍ଦ୍ର ପାଖରେ ପଡ଼ିଥିବା ବକେୟା ପ୍ରକଳ୍ପ ଗୁଡ଼ିକ ବହୁତ ଜଲ୍‌ଦି କାର୍ଯ୍ୟକାରୀ ହେବ। ଏହାସହ ଫନି ପାଇଁ…

ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆସନ୍ତା ୨୬ ତାରିଖରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ…

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ । ଗୃହମନ୍ତ୍ରୀ ଅମିତ ଶାହ ମାଓ ପ୍ରଭାବିତ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ବୈଠକ, ଲୋକାୟୁକ୍ତ ଆଇନରେ ସଂଶୋଧନ ନେଇ ଆସିପାରେ ପ୍ରସ୍ତାବ

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଲୋକାୟୁକ୍ତ ଆଇନରେ ସଂଶୋଧନ ପ୍ରସ୍ତାବ ଆସିପାରେ । ସେହିପରି ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ନେଇ ହୋଇପାରେ ନିଷ୍ପତ୍ତି । ପାଇପ୍‌ ଯୋଗେ ଜଳ ଯୋଗାଣ ଉପରେ…

ଦୁର୍ଗମ ଅଞ୍ଚଳକୁ ୪ କିଲୋମିଟର ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଥିବା ଗୁଣୁପୁର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଗୁଣୁପୁର(କେନ୍ୟୁଜ୍): ଦୁର୍ଗମ ଅଞ୍ଚଳକୁ ୪ କିଲୋମିଟର ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ । ବିଧାୟକଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ସହ ସେମାନଙ୍କ ଆବଶ୍ୟକତା ପୂରଣ…

“ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ବଜେଟ୍ ବରାଦ ବୃଦ୍ଧିକୁ ସ୍ୱାଗତ” ନବୀନ ପଟ୍ଟନାୟକ

କେନ୍ଦ୍ର ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ବଜେଟ ମଧ୍ୟମ,ଦୀର୍ଘମିଆଦୀ ଭିଜନ ପରି ପ୍ରକାଶ କରୁଛି । ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ବଜେଟ୍ ବରାଦ ବୃଦ୍ଧିକୁ ସ୍ୱାଗତ କରୁଛି । ତେବେ ମନରେଗା, SC/ST ପାଇଁ ବଜେଟ୍ର ବରାଦ ଚିନ୍ତାଜନକ ବୋଲି ନବୀନ…

ସମସ୍ତ ନୂଆ ଓ ପୁରଣା ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ ସମସ୍ତଙ୍କୁ ଦେଲେ…

ଭୁବନେଶ୍ବର(କେନ୍ୟୁଜ୍) : ସମସ୍ତ ନୂଆ ଓ ପୁରଣା ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସଙ୍ଗଠନକୁ ସୁଦୃଢ ଓ ଆଗକୁ ବଢାଇବା ନେଇ ବିଧାୟକଙ୍କୁ ମନ୍ତ୍ର ଦେଇଛନ୍ତି। ନିଜର ବ୍ୟବହାର ସରଳ ଓ ବିନମ୍ର…