ଛତିଶଗଡ଼ରେ ଏନକାଉଣ୍ଟର ପରେ ଚାଲିଛି ସର୍ଚ୍ଚ ଅପରେସନ, ନିହତ ମାଓବାଦୀଙ୍କ ସଂଖ୍ୟା ୪୦କୁ ବୃଦ୍ଧି
ମାଲକାନଗିରି: ଛତିଶଗଡ଼ରେ ବଡ଼ ଏନକାଉଣ୍ଟର ପରେ ଚାଲିଛି ସର୍ଚ୍ଚ ଅପରେସନ। ନିହତ ମାଓବାଦୀଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ଗତକାଲି ବଡ଼ ଧରଣର ଏନକାଉଣ୍ଟର ହୋଇଥିଲା । ଏଥିରେ ୪୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ AK47 ,SLR…