ଏବେ ସ୍କୁଲରେ ପଢାଯିବ ‘ଅପରେସନ ସିନ୍ଦୂର’ ଉପରେ ସ୍ବତନ୍ତ୍ର ପାଠ୍ୟକ୍ରମ, ୩ୟ ଶ୍ରେଣୀରୁ ୧୨ଶ ପର୍ଯ୍ୟନ୍ତ ପିଲା ପଢିବେ
ଦେଶର ନୂଆପିଢି କେବଳ ବହିରୁ ବିଜ୍ଞାନ କିମ୍ବା ଗଣିତ ନୁହେଁ, ବରଂ ଦେଶର ରକ୍ଷା ରଣନୀତି ଏବଂ ଆତଙ୍କବାଦ ବିପକ୍ଷରେ ମଧ୍ୟ ଜାଣିବେ । ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ ଆଣ୍ଡ ଟ୍ରେନିଂ (NCERT) ଭାରତର ପ୍ରତିରକ୍ଷା ରଣନୀତି ଏବଂ କୂଟନୈତିକ ପ୍ରତିକ୍ରିୟା ବିଷୟରେ…