ପ୍ରକାଶ ପାଇଲା ନିଟ୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ, ଓଡିଶାରୁ ଟପ୍ପର ହେଲେ ସୋଏବ୍ ଅଫତାବ
କେନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇଲା ନିଟ୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ। ଏହି ନିଟ୍ ପରୀକ୍ଷାର ଓଡିଶାରୁ ଟପ୍ପର ହୋଇଛନ୍ତି ସୋଏବ୍ ଅଫତାବ । ଓଡିଶାରୁ ପ୍ରଥମ ଛାତ୍ର ଭାବେ ସୋଏବ ଟପ୍ପର ହୋଇଥିବା ସୂଚନା ମିଳିଛି। ସୋଏବ ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହୋଇଛନ୍ତି। ୧୮ ବର୍ଷୀୟ ସୋଏବଙ୍କ ଘର…