ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ NEET-PG କାଉନସେଲିଂ
ନୂଆଦିଲ୍ଲୀ : ଜାନୁଆରୀ ୧୨ ରୁ ଆରମ୍ଭ ହେବ NEET-PG କାଉନସେଲିଂ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି । ୪ ମାସ ବିଳମ୍ବରେ ଆରମ୍ଭ ହେବ କାଉନସେଲିଂ । ଗତ ସେପଟେମ୍ବରରେ NEET-PG ପରୀକ୍ଷା ହୋଇଥିଲା । କିନ୍ତୁ କାଉନସେଲିଂରେ ବିଳମ୍ବ ହେବାରୁ ନାମଲେଖା…