ପଡ଼ୋଶୀ ଯଦି ଝଗଡ଼ା ପ୍ରିୟ ହୋଇଥାନ୍ତି, ତେବେ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ
ଆମ ଆଖପାଖରେ ଏମିତି ଅନେକ ସ୍ୱଭାବର ଲୋକ ବାସ କରିଥାନ୍ତି। କିଛିଜଣ ଭଲରେ ମିଶିଯାନ୍ତି ତ’ ଆଉ କିଏ ଝଗଡ଼ା ପ୍ରକୃତିର ହୋଇଥାନ୍ତି। କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପରଘର କଥା ଜାଣିବାକୁ ଚାହିଁଥାନ୍ତି। ଆମେ ଯେଉଁ ସମାଜରେ ଅଛୁ ସେଠାରେ ଏକା କିମ୍ବା ଚୁପଚାପ୍ ହୋଇ ରହିବା ଅସମ୍ଭବ।…