Browsing Tag

New job

ପିଅନ ଚାକିରି ପାଇଁ ଲମ୍ବା ଲାଇନ, ହେଲେ ଦେବାକୁ ପଡିଲା ସାଇକେଲ ଟେଷ୍ଟ

ବର୍ତ୍ତମାନ ସମୟରେ ଚାକିରିକୁ ନେଇ ଅନେକ ସମସ୍ୟା ହେଉଛି । ଏହିପରି ସମୟରେ କେରଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । କେରଳରେ ପିଅନ୍‌ ଚାକିରି ପାଇଁ ଏକ ନୋଟିଫିକେସନ୍‌ ଜାରି ହୋଇଛି । ଏହି ଚାକିରି ପାଇଁ ବିଟେକ୍‌ ଓ ଗ୍ରାଜୁଏସନ ପିଲାମାନେ ଆବେଦନ କରିଛନ୍ତି ।  ତେବେ ପିଅନ୍‌…

୧୦ମ ପାସ୍‌ଙ୍କ ପାଇଁ ଡାକ ବିଭାଗରେ ଚାକିରି; ଦରମା ୬୩,୨୦୦ ଟଙ୍କା

ଡାକ ବିଭାଗ ଅର୍ଡିନାରୀ ଗ୍ରେଡ୍, ଜେନେରାଲ୍ ସେଣ୍ଟ୍ରାଲ୍ ସର୍ଭିସ୍, ଗ୍ରୁପ୍ ସି, ନନ୍‌ ଗେଜେଟେଡ୍, ନନ୍‌ ମିନିଷ୍ଟ୍ରିୟାଲ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କଠାରୁ ଆବେଦନ ମାଗିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ଯାଇ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ଆବେଦନ କରିପାରିବେ।…

ଆଇଆଇଟି କାନପୁରରେ ଜୁନିୟର ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ଗ୍ରାଜୁଏଟ୍‌ କରି ପାରିବେ ଆବେଦନ; ଏଠାରେ ଦେଖି ନିଅନ୍ତୁ…

ଆଇଆଇଟି କାନପୁରରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ। ଏହି ଶିକ୍ଷାନୁଷ୍ଠାନ ଜୁନିୟର ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଅନଲାଇନ ଆବେଦନ ଆହ୍ଵାନ କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଶିକ୍ଷାନୁଷ୍ଠାନର ଅଫିସିଆଲ େଓ୍ଵବ୍‌ସାଇଟ iitk.ac.in ଯାଇ ଏହି ପଦ ପାଇଁ ଆବେଦନ…

ରେଲୱେ ଆଣିଲା ସୁଯୋଗ! ୧୦ମ ଓ ITI ପାସ୍‌ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ; ଏମିତି ହେବ ଚୟନ

୧୦ମ ପାସ୍‌ ଏବଂ ଆଇଟିଆଇ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ପୂରା କରିଥିବା ଆଶାୟୀଙ୍କ ପାଇଁ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ ରହିଛି। ଦକ୍ଷିଣ ରେଲେଓ୍ଵ ଲେବଲ ୧ ଏବଂ ଲେବଲ ୨ ଅଧୀନରେ ସ୍କାଉଟ୍ସ ଓ ଗାଇଡ୍‌ କୋଟା ନିଯୁକ୍ତି-୨୦୨୨ ପାଇଁ ଆବେଦନ ଆହ୍ଵାନ କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଦକ୍ଷିଣ…

ନୂଆ ଚାକିରିକୁ ହଁ କହିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ୧୦ କଥା, ଉଜ୍ବଳ ହେବ ଆପଣଙ୍କ ଭବିଷ୍ୟତ

ଥରେ ଚାକିରି କରିବା ଆରମ୍ଭ କଲେ କିଛି ଦିନ ପରେ ଲୋକମାନଙ୍କୁ ବିଭିନ୍ନ ସ୍ଥାନରୁ ଅଫର୍ ଆସିଥାଏ । ଅନେକ ସମୟରେ ଏମିତି ହୁଏ ଯେଉଁ କମ୍ପାନୀରେ କାମ କରିବାକୁ ସ୍ବପ୍ନ ଦେଖୁଥାଉ ସେହି ଅଫିସରୁ ହିଁ ଅଫର୍ ଆସିଥାଏ । ତେବେ ନିଜ ଉନ୍ନତି ବିଷୟରେ ଚିନ୍ତା କରିବା ଭଲ କଥା । ହେଲେ କୌଣସି ଅଫିସରେ…