କରୀନା କପୁରଙ୍କ ‘Dirty’ ଫଟୋସୁଟ୍, ସୋସିଆଲ ମିିଡିଆରେ ଛାଇଲା ବେବୋଙ୍କ ବୋଲ୍ଡ ଫଟୋ
ବଲିଉଡ୍ର ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରେ କରୀନା କପୁର ଗଣାଯାଆନ୍ତି। କରୀନା ନିଜର ଚମତ୍କାର ଅଭିନୟ ସହିତ ଉତ୍କୃଷ୍ଟ ଫ୍ୟାଶନ୍ ସେନ୍ସ ପାଇଁ ବେଶ୍ ଜଣାଶୁଣା। ନିକଟରେ ଅଭିନେତ୍ରୀ ‘Dirty’ ମାଗାଜିନ ପାଇଁ ନିଜର ଫଟୋସୁଟ କରାଇଛନ୍ତି। ଏହି ଫଟୋସୁଟ୍ ସହିତ କରୀନା ମାଗାଜିନ୍ର କଭର୍…