Browsing Tag

nurse niharika murder

ଖୋଲିବ ଲୋମହର୍ଷକ ନିହାରିକା ମର୍ଡର ମିଷ୍ଟ୍ରି, ରାଜାର ରିମାଣ୍ଡ ପାଇଁ ଆଜି ଆବେଦନ କରିବ ପୋଲିସ

ଭୁବନେଶ୍ବର (କେନ୍ୟୁଜ୍) : ଖୋଲିବ ଲୋମହର୍ଷକ ନିହାରିକା ମର୍ଡର ମିଷ୍ଟ୍ରି। ଅଭିଯୁକ୍ତ ରାଜାକୁ ୫ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବିରିଡ଼ି ପୋଲିସ। ରିମାଣ୍ଡ ପାଇଁ ଆଜି ଆବେଦନ କରିବ ପୋଲିସ। ରିମାଣ୍ଡ ବେଳେ ହତ୍ୟାକାଣ୍ଡର ପୁରା କାହାଣୀ ଉପରୁ ପର୍ଦ୍ଦା ହଟାଇବ ପୋଲିସ । ରାଜାକୁ…

କଟକରେ ନର୍ସ ନିହାରିକା ପାତ୍ରଙ୍କୁ କରାଯାଇଛି ହତ୍ୟା, ଏକ ବାଇକରେ ଅଖାରେ ଭର୍ତ୍ତି ମୃତଦେହ ନେଇଯାଉଥିବାର ଦୃଶ୍ୟ…

କଟକ: କଟକରେ ନର୍ସ ନିହାରିକା ପାତ୍ରଙ୍କୁ କରାଯାଇଛି ହତ୍ୟା । ହତ୍ୟା ପରେ ବିରିଡି ଅଞ୍ଚଳକୁ ମୃତଦେହ ସ୍ଥାନାନ୍ତର କରାଯାଇଥିଲା । ମୃତଦେହ ସ୍ଥାନାନ୍ତର ସମୟର CCTV ଫୁଟେଜ ପୋଲିସକୁ ମିଳିଛି । ଅଖାରେ ମୃତ ଦେହ ଭର୍ତ୍ତି କରି ନେବାର ଫୁଟେଜ ପୋଲିସକୁ ମିଳିଛି । କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ…

କେବେ ଖୋଲିବ ନର୍ସ ନିହାରିକାଙ୍କ ମୃତ୍ୟୁ ରହସ୍ୟ? ଆଜି ଆସିପାରେ ପୋଷ୍ଟମର୍ଟମ୍‌ ରିପୋର୍ଟ

ଜଗତସିଂହପୁର: ଦିନ ଗଡୁଛି ରହସ୍ୟ ବଢୁଛି। ଜଗତସିଂହପୁରରେ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡକୁ ନେଇ ବଢିବାରେ ଲାଗିଛି ସସପେନ୍ସ । ମୃତଦେହ ଠାବକୁ ଚାରି ଦିନ ବିତିଲାଣି। ତଦନ୍ତ ପାଇଁ ୪ଜଣିଆ ଟିମ ଗଠିତ ହୋଇଥିଲେ ବି ହତ୍ୟାକାରୀର ମିଳୁନି ସୁରାକ। ନିହାରିକାଙ୍କ ବୟଫ୍ରେଣ୍ଡ କିଶୋର ଅଞ୍ଚଳ…

ଜଗତସିଂହପୁରର ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା, ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନି ପୋଲିସ୍

ଜଗତସିଂହପୁର: ଜଗତସିଂହପୁରରେ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡକୁ ନେଇ ବଢୁଛି ସସପେନ୍ସ। ମୃତଦେହ ଠାବକୁ ତିନି ଦିନ ବିତିଲାଣି। ତଥାପି ହତ୍ୟାକାରୀ ପାଖରେ ପହଞ୍ଚି ପାରିନି ପୋଲିସ । ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଉପରେ ସନ୍ଦେହ ବଢ଼ିଛି । ସେ ଏବେ ଫେରାର୍‌ ଅଛି। ଗତ ୧୩ ତାରିଖରୁ ତାର…