Browsing Tag

odia movie

କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ‘ବିଗୁଲ୍’ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି

କନ୍ଧମାଳ(କେନ୍ୟୁଜ): କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ଏବେ କନ୍ଧମାଳ ସିନେମା ହଲ୍ ସମେତ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି । ପ୍ରଥମ ଥର ପାଇଁ କନ୍ଧମାଳରେ ସୁଟିଙ୍ଗ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ରେ ଚିତ୍ରିତ ହୋଇଥିବା ନିଆରା କାହାଣୀ, ଚିତ୍ର ଓ…

ଘୋଷଣା ହେଲା ୫୪ତମ ଇଣ୍ଡିଆନ ପାନାରୋମା ୨୦୨୩, ମନୋନୀତ ହେଲା ଓଡ଼ିଆ ସିନେମା ‘ଦ ସି ଆଣ୍ଡ ସେଭେନ ଭିଲେଜ’

କେନ୍ୟୁଜ୍(ବ୍ୟୁରୋ):  ଘୋଷଣା ହୋଇଛି ୫୪ତମ ଇଣ୍ଡିଆନ ପାନାରୋମା ୨୦୨୩ । ଏଥିରେ ବିଭିନ୍ନ ବିଭାଗରେ ଭାରତରୁ ୨୫ ଟି ଫିଚର ଏବଂ ୨୦ ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହେଇଛି । ଏହାର ଉଦ୍ଘାଟନୀ ରେ ଫିଚର ବିଭାଗରେ ମାଲୟଲମ ଫିଲ୍ମ ଆଟମ ଥିବାବେଳେ ନନ ଫିଚର ବିଭାଗରୁ ଆଣ୍ଡ୍ରୋ…

ଓଡ଼ିଆ ଭାଷାରେ ପ୍ରଥମ ଡକ୍ୟୁମେଣ୍ଟାରୀ, OTT ପ୍ଲାଟଫର୍ମରେ ରିଲିଜ ହେବ ‘ଦ ମାଉଣ୍ଟେନ ହକି’

ଓଡ଼ିଆ ଭାଷାରେ ପ୍ରଥମ ଡକ୍ୟୁମେଣ୍ଟାରୀ। ଆଜି ସଂଧ୍ୟା ୭ଟାରେ OTT ପ୍ଲାଟଫର୍ମରେ ରିଲିଜ ହେବ ‘ଦ ମାଉଣ୍ଟେନ ହକି’। ପାହାଡ଼ ଉପରେ ୪୦୦ ଆଦିବାସୀ ଝିଅଙ୍କ ହକି ପ୍ରାକ୍ଟିସ ଉପରେ ଆଧାରିତ ହୋଇଛି ମୁଭି। ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରାଜକିଶୋର ହୋତା ଓ ମନିଷ ଭୂଷଣ ମିଶ୍ର। ୨୦୧୮ରେ ଓଡ଼ିଶା…

ଲଭ ଓ ରୋମାନ୍ସ କାହାଣୀକୁ ନେଇ ନିର୍ମିତ ହେବାକୁ ଯାଉଛି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’, ଶୁଭମହୁରତ…

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ କିଟ୍‌ କ୍ୟାମ୍ପସ ପରିସରରେ ନୂଆ ଓଡିଆ ଚଳଚ୍ଚିତ୍ର ‘ ଏଇ ବୋଧେ ଭଲପାଇବା’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି । ରାଜ୍ୟ ସଂସ୍କୃତି ସଚିବ ରଞ୍ଜନ କୁମାର ଦାସଙ୍କ ଲିଖିତ କାହାଣୀକୁ ନେଇ ତିଆରି ହେବାକୁ ଯାଉଛି ଏହି ଚଳଚ୍ଚିତ୍ର । ଏହାକୁ ପ୍ରସ୍ତୁତ କରୁଛି…

ଆସନ୍ତା ୯ରେ ମୁକ୍ତିଲାଭ କରିବ ‘ନାୟକର ନାଁ ଦେବଦାସ’

କେନ୍ୟୁଜ୍: ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ନାୟକର ନାଁ ଦେବଦାସ ଆସନ୍ତା ୯ ତାରିଖରେ ମୁକ୍ତିଲାଭ କରିବ । ସାରା ଓଡିଶାର ୫୪ ଟି ସିନେମା ହଲରେ ଏକକାଳୀନ ରିଲିଜ ହେବାକୁ ଥିବା ବେଳେ ଫିଲ୍ମର ପ୍ରମିୟର କଟକ ଓ ଭୁବନେଶ୍ୱରରେ ହେବ । ଓଡିଆ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ର ନାୟକର ନାଁ ଦେବଦାସର…