Browsing Tag

odisha andra dispute

ଆଜି ନବୀନ-ଜଗନ ଆଲୋଚନା: ସୀମା ବିବାଦ ସହ ଅନ୍ତଃରାଜ୍ୟ ଜଳ ବିବାଦ ତୁଟାଇବାକୁ ହୋଇପାରେ ମିଳିତ ଟାସ୍କ ଫୋର୍ସ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଅପରାହ୍ନ ସାଢେ ୪ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଜଗନ ମୋହନ । ସଂଧ୍ୟା ସାଢେ ୫ଟାରେ…

ଆସନ୍ତା ୯ ତାରିଖରେ ନବୀନ-ଜଗନ ଭେଟଘାଟ, ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ହେବ ଆଲୋଚନା

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ୯ ତାରିଖରେ ନବୀନ-ଜଗନ ଭେଟଘାଟ। ଭୁବନେଶ୍ୱର ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ଜଗନ ଆଲୋଚନା କରିବେ ବୋଲି କୁହାଯାଉଛି।…

ଗଜପତିରେ ପୁଣି ଥରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା

ଗଜପତି(କେନ୍ଯୁଜ୍): ଗଜପତିରେ ପୁଣି ଥରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଗଜପତି ରାୟଗଡ ତହସିଲ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣାରେ ଆନ୍ଧ୍ର ତରଫରୁ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡୀ କେନ୍ଦ୍ରକୁ ଗତ ଦୁଇ ଦିନ ପୂର୍ବେ…

କୋଟିଆ ପରେ ଗଙ୍ଗାବାଡ ଉପରେ ଆନ୍ଧ୍ରର ଆଖି, ସେଠାରେ ମଧ୍ୟ କରାଉଛି ନିର୍ବାଚନ

ଗଜପତି: କୋଟିଆ ପରେ ଗଙ୍ଗାବାଡ ଉପରେ ଆନ୍ଧ୍ରର ଆଖି । କେବଳ କୋରାପୁଟର କୋଟିଆ ନୁହେଁ, ଗଜପତି ଜିଲ୍ଲାର ଗଙ୍ଗାବାଡରେ ମଧ୍ୟ ନିର୍ବାଚନ କରାଉଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । କୋଟିଆ ଏବଂ ଗଙ୍ଗାବାଡର ଓଡ଼ିଆ ଲୋକ ଆନ୍ଧ୍ର ପ୍ରଦେଶର ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ହେଉଛନ୍ତି । ଗଙ୍ଗାବାଡ…

ସମ୍ବାଇ ପଞ୍ଚାୟତର ସୁନାବେଡା ଠାରେ ସୀମା ବିବାଦର ହେବ ସ୍ଥାୟୀ ସମାଧାନ, ଆଜି ଏକାଠି ହେବେ ଆନ୍ଧ୍ର ଓ କୋରାପୁଟ ପ୍ରଶାସନ

କୋରାପୁଟ : କୋରାପୁଟ ସମ୍ବାଇ ପଞ୍ଚାୟତର ସୁନାବେଡା ଠାରେ ସୀମା ବିବାଦର ହେବ ସ୍ଥାୟୀ ସମାଧାନ । ଆଜି ଏକାଠି ହେବେ ଆନ୍ଧ୍ର ଓ କୋରାପୁଟ ପ୍ରଶାସନ । ଏନେଇ ସମ୍ବାଇ ସୀମାନ୍ତରେ ସୀମା ସ୍ଥିତି ଅନୁଧ୍ୟାନ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ପାଡେରୁ ITDA ର…

ଓଡ଼ିଶା ସୀମାରେ ପୁଣି ଦାଦାଗିରି: ପଥର ଉପରେ ଚିହ୍ନ ମାରିବା ସହ ପତାକା ପୋତିଲା ଆନ୍ଧ୍ର

କୋରାପୁଟ: ଓଡ଼ିଶା ସୀମା ମଧ୍ୟରେ ପୁଣି ଆନ୍ଧ୍ରପ୍ରଦେଶର ଦାଦାଗିରି । ପଥର ଉପରେ ଚିହ୍ନ ମାାରିଲା ଆନ୍ଧ୍ର । ଏହାସହ ପୋତିଲା ପତାକା । ଓଡ଼ିଶା ସୀମାନ୍ତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିଜ ଅଞ୍ଚଳ କହି ବିଭିନ୍ନ ସ୍ଥାନରେ ଚୂନରେ ରଙ୍ଗ ଲଗାଇବା ସହ ପତାକା ପୋତିଛି । କୋରାପୁଟ ଜିଲ୍ଲା…