Below header
Browsing Tag

odisha corona update

ଆଜି ରାଜ୍ଯରେ ୧୩୨୦ ପଜିଟିଭ୍ ଚିହ୍ନଟ: କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୮୭ ଓ ଲୋକାଲରୁ ୪୩୩ଜଣ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୩୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୮୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୪୩୩ ଲୋକାଲ କେସ୍ ରୁ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୪ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ…

ରାଜ୍ଯରେ କରୋନା ନେଲା ଆଉ ୬ଜଣଙ୍କ ମୁଣ୍ଡ, ସମୁଦାୟ ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୬ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୩, ଗଜପତିରୁ ୧, ଭଦ୍ରକରୁ ୧ ଏବଂ…

ଭୁବନେଶ୍ବରରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ, ୯୯ ସୁସ୍ଥ

ଭୁବନେଶ୍ବର: ଭୁବନେଶ୍ୱରରୁ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ଆଜି ୯୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ଆଜି ରାଜ୍ଯରେ ସର୍ବାଧିକ ୧୦୭୮ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୧୯୮୩୫କୁ ବୃଦ୍ଧି 

ଭୁବନେଶ୍ବର: ରାଜ୍ଯରେ ରେକର୍ଡ ଭାଙ୍ଗିଲା କରୋନା ମହାମାରୀ । ଆଜି ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୭୨୧ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ…

ଆଜି ରାଜ୍ଯରେ ୬୪୭ କରୋନା ପଜିଟିଭ୍ ଚିହ୍ନଟ: କ୍ବାରେଣ୍ଟାଇନରୁ ୪୩୧ ଏବଂ ଲୋକାଲ୍ କେସରୁ ୨୧୬ଜଣ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରୁ ୬୪୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୩୧ ଏବଂ ଲୋକାଲ୍ କେସରୁ ୨୧୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ମୋଟ୍ ପଜିଟିଭଙ୍କ ସଂଖ୍ଯା ୧୮୭୫୭ ରେ…

ଆଜିଠୁୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି, କୋଭିଡ୍‌ ମୁକାବିଲା ସମୀକ୍ଷା ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜିଠୁୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। କୋଭିଡ୍‌ ମୁକାବିଲା ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୀତଳାପଲ୍ଲୀ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ଏହାଦ୍ୱାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ୍‌ ରୋଗୀମାନେ…

କରୋନାକୁ ହରାଇଲେ ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା, ଟ୍ଵିଟ୍‌ କରି ସୂଚନା ଦେଲେ ଡିଜି ଅଭୟ

ଭୁବନେଶ୍ବର: କରୋନାକୁ ହରାଇଲେ କୋଭିଡ୍‌ ଯୋଦ୍ଧା । ଓଡ଼ିଶା ପୋଲିସର ୯୫ଜଣ ଯୋଦ୍ଧା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ଲାଭ ପରେ ସେମାନେ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ପୋଲିସ ଡିଜି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ରିଏଲ ଲାଇଫ୍‌ର ହିରୋମାନଙ୍କର କାର୍ଯ୍ୟରେ ନିଷ୍ଠା ଓ…

ଜରୁରୀ କାମ ନଥିଲେ ଭୁବନେଶ୍ୱର-କଟକ ଭିତରକୁ ଗାଡ଼ି ପ୍ରବେଶ ମନା, ଅମାନ୍ଯ କଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାରା ଦେଶରେ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଏହି ମାମଲା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ଡାକ୍ତରମାନେ ବେଶ୍‌ ଦାୟିତ୍ୱର ସହ ରୋଗୀ ସେବା କରୁଛନ୍ତି। ବାହାରେ ପୋଲିସ୍ ଭାଇ ମାନେ ଅହରହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ…

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ: ଭୁବନେଶ୍ୱରର କିମ୍‌ସ, ସମ୍‌ ଓ କଟକ ଅଶ୍ୱିନୀ ହସ୍ପିଟାଲରେ କରାଯିବ…

ଭୁବନେଶ୍ୱରର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର କିମ୍‌ସ, ସମ୍‌ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ । କଟକ ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବେ କାମ କରିବ । ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ଭିଡିଓ…

ଗୋଟିଏ ଦିନ ପାଇଁ ବିଧାନସଭା ସଟ୍‌ଡାଉନ୍, ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ସଟ୍‌ଡାଉନ୍ ହେଲା ବିଧାନସଭା। ଗୋଟିଏ ଦିନ ପାଇଁ ବିଧାନସଭା ସଟ୍‌ଡାଉନ ଘୋଷଣା କରାଯାଇଛି। ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଆଜି ବିଧାନସଭାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ସଟ୍‌ଡାଉନ ନେଇ ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା…

ଆଜି ଭୁବନେଶ୍ୱରରୁ ୨୯ ଜଣ ଓ କଟକରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ବଢୁଛି ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୨୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ଏମାନଙ୍କ ଭିତରେ ୧୪ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଥିବା ବେଳେ ୧୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ଜଣେ କରୋନା ଯୋଦ୍ଧା । ସୂଚନା ଅନୁଯାୟୀ…

ଆଜିଠୁ ରାଜ୍ୟରେ କୋଭିଡ ପରୀକ୍ଷଣ ପାଇଁ ଆଣ୍ଟିଜେନ ଭିତ୍ତିକ ଟେଷ୍ଟିଂ, ଘଣ୍ଟାଏ ଭିତରେ ଆସିବ ରିପୋର୍ଟ

କଟକ: ଆଜିଠୁ ରାଜ୍ୟରେ କୋଭିଡ ପରୀକ୍ଷଣ ପାଇଁ ଆଣ୍ଟିଜେନ ଭିତ୍ତିକ ଟେଷ୍ଟିଂ କରାଯିବ। ଆଣ୍ଟିବଡି ପରେ ଏବେ ଆଣ୍ଟିଜେନ ଟେଷ୍ଟିଂ କରାଯିବ। କଟକର ୩ଟି ସରକାରୀ ମେଡିକାଲରେ ହେବ ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ଏସସିବିକୁ ଗୁରୁତ୍ୱ ଦିଆଯିବ । ୫ ହଜାର କିଟ୍‌କୁ ନେଇ କୋଭିଡ ପରୀକ୍ଷା…