Below header
Browsing Tag

ollywood

ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ସିନେ ପ୍ରଯୋଜକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଲିଉଡରେ ଜଣେ ନବାଗତ ଅଭିନେତ୍ରୀ ଜଣେ ପ୍ରଯୋଜକଙ୍କ ବିରୋଧରେ ଆଣିଥିବା କାଷ୍ଟିଂ କାଉଚର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରିଷ୍ଠ ସିନେ ପ୍ରଯୋଜକ। ସେ କହିଛନ୍ତି ସଂପୃକ୍ତ ଯୁବତୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଜାଣି ଶୁଣି ତାଙ୍କର ମର୍ଯ୍ୟାଦା କ୍ଷୁଣ୍ଣ…

ପରଦାରୁ ପଡ଼ିଆକୁ ଓହ୍ଲାଇ ଆସିଲେ ଓଲିଉଡ୍‌ ଷ୍ଟାର, କିଟ୍‌ ଗ୍ରାଉଣ୍ଡରେ ଜମୁଛି ମେଗା ସିରିୟଲ କ୍ରିକେଟ୍‌ ଲିଗ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲାଇଟ୍‌, କ୍ୟାମେରା, ଆକସନ୍‌ ଛାଡ଼ି ବ୍ୟାଟ୍‌ ବଲ୍‌ ଧରିଲେ ଅଭିନେତା ଓ ଅଭିନେତ୍ରୀ । ଭୁବନେଶ୍ୱର କିଟ୍‌ ଗ୍ରାଉଣ୍ଡରେ ଆଜି ଆରମ୍ଭ ହୋଇଥିବା ଓଡ଼ିଆ ମେଗା ସିରିୟଲ କ୍ରିକେଟ୍‌ ଲିଗ୍‌ରେ ଅନେକ ଓଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ନିଜର ପେସାଦାର…

ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦଘାତରେ ପରଲୋକ, ବହୁବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ

କେନ୍ୟୁଜ୍(ବ୍ୟୁରୋ):ଓଲିଉଡରେ ଆଉ ଏକ ଅପୂରଣୀୟ କ୍ଷତି। ବିଶିଷ୍ଟ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କ ହୃଦଘାତରେ ପରଲୋକ। । ଦୀର୍ଘଦିନ ହେବ ଦେବେନ ଏକ ଘରୋଇ ମେଡିକାଲ ଚିକିତ୍ସିତ ହେଉଥିଲେ। ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଓଡିଆ ଚଳଚ୍ଚିତ୍ରରେ ଏଡିଟିଂ କରିଛନ୍ତି। ଦେବେନ ଓଡିଆ ସିନେମା  ପୁଅ ମୋର…

ଓଲିଉଡ୍ ପାଇଁ ଅଶୁଭ କି ସୋମବାର ? ଚାଲିଛି ଲୋକଙ୍କ ଭିତରେ ଚର୍ଚ୍ଚା

କଣ ସୋମବାର ଓଲିଉଡ୍ ପାଇଁ ଅଶୁଭ ? ଜୁଲାଇ ୨୦ ସୋମବାର ଦିନ ଦେହାନ୍ତ ହେଲା ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କର । ଗତକାଲି ଜୁଲାଇ ୨୭ ତାରିଖ । ଏହି ଦିନ ପରପାରିକୁ ଚାଲିଗଲେ ଆଲବମ୍ କୁଇନ୍ ଦୀପା ସାହୁ । ଏହାପରେ ସାଧାରଣ ଲୋକଙ୍କ ଭିତରେ ଚାଲିଛି ଆଲୋଚନା । ଲଗାତର ଦୁଇଟି ଶ୍ରାବଣ ସୋମବାରରେ…

ଭୁବନେଶ୍ୱରରେ ପହଞ୍ଚିଲେ ଓଲିଉଡ଼ ଜଗତର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକତ୍ସା କରାଯିବ । କହିରଖିବା ଉଚିତ ହେବଯେ…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ, ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାଇବେଟିସରେ ପୀଡ଼ିତ ବିଜୟ ମହାନ୍ତିଙ୍କର ଶରୀର ହଠାତ ଖରାପ ଲାଗିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ…

ଓଲିଉଡ଼ କଳାକାରଙ୍କ ହୋଲି ଶୁଭେଚ୍ଛା , ପଢ଼ନ୍ତୁ କିଏ କହିଲେ କଣ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ରଙ୍ଗର ପର୍ବ ହୋଲି। ସବୁଆଡ଼େ ସମସ୍ତେ ଏହାକୁ ବେଶ ଧୁମଧାମରେ ମନାଇବାରେ ଲାଗିଛନ୍ତି। କିଏ ରଙ୍ଗ ଲଗାଉଛି ତ କିଏ ମିଠା ବାଣ୍ଟୁଛି। ସମସ୍ତେ ନିଜନିଜ ଅନ୍ଦାଜରେ ହୋଲିର ମଜା ନେବାରେ ଲାଗିଛନ୍ତି। ଏହି ରଙ୍ଗ ଉତ୍ସବକୁ ପାଳନ କରିବାରେ ପଛରେ ରହିନାହାନ୍ତି ଓଲିଉଡ଼…