Below header
Browsing Tag

online order

ଏବେ ଅନଲାଇନ ସପିଙ୍ଗରେ ଆଉ ଆସିବନି ଆଦୌ ଭୁଲ ଜିନିଷ,ଫ୍ଲିପକାର୍ଟ ଆଣୁଛି ବଢ଼ିଆ ସେଟିଙ୍ଗ

ଅନଲାଇନ ସପିଙ୍ଗ କରୁଛନ୍ତି କି ? ଅନେକ ଥର ଏମିତି ସପିଙ୍ଗ କରିବା ଦ୍ୱାରା ଭୁଲ ଜିନିଷ ଆସିଯାଏ, ଆଉ ଫେରେଇବା ସମୟରେ ବହୁତ ସମସ୍ୟା ହୋଇଥାଏ... ଆଜିକା ଦିନରେ ପ୍ରାୟ ଲୋକ ଆଉ ମାର୍କେଟକୁ ଯାଇ ଜିନିଷ କିଣନ୍ତି ନାହିଁ । ଅଧିକାଂଶ ଲୋକେ ଏବେ ଅନଲାଇନ ମାଧ୍ୟମରେ ଜିନିଷ କିଣି ଦିଅନ୍ତି । ଅନଲାଇନ…

୨୦୧୯ରେ ଅର୍ଡର କରିଥିଲେ ଜିନିଷ ୨୦୨୩ରେ ପହଞ୍ଚିଲା, ଅନଲାଇନରେ ଜିନିଷ ପାଇବାକୁ ଲାଗିଲା ୪ ବର୍ଷ

୨୦୧୯ରେ ଅର୍ଡର କରିଥିଲେ ଜିନିଷ ୨୦୨୩ରେ ପହଞ୍ଚିଲା । ଅନଲାଇନରେ ଗୋଟେ ଜିନିଷ ପାଇବାକୁ ଲାଗିଗଲା ୪ ବର୍ଷ । କୋଭିଡ ପୂର୍ବରୁ କରିଥିବା ଅନ୍‌ଲାଇନ୍‌ ଅର୍ଡରର ଏବେ ଡେଲିଭରୀ ହେଲା। ଏମିତି ଘଟଣା ନୂଆଦିଲ୍ଲୀରେ ଘଟିଛି। ଦିଲ୍ଲୀର ନୀତିନ ଅଗ୍ରୱାଲ ନାମକ ବ୍ୟକ୍ତି ନିଜ ସୋସିଆଲ ମିଡିଆରେ ଏହାର…

ସାବଧାନ ! ସ୍ବିଗି, ଜାମାଟୋରୁ ଖାଇବା ଅର୍ଡର କରିବା ଆପଣଙ୍କୁ ପଡୁଛି ମହଙ୍ଗା, ଜାଣନ୍ତୁ କିପରି ?

ଯଦି ଆପଣ ମଧ୍ୟ ଅନଲାଇନ କମ୍ପାନୀଠାରୁ ଖାଦ୍ୟ ଅର୍ଡର କରନ୍ତି ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଅନଲାଇନ ଫୁଡ ଏଗ୍ରୀଗେଟର ସ୍ବିଗି, ଜମାଟୋ ଭଳି କମ୍ପାନୀ ଦ୍ବାରା ଖାଦ୍ୟ ଅର୍ଡର କରୁଥିବା ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। କାରଣ ଅନଲାଇନ ଫୁଡ ଏଗ୍ରୀଗେଟର ମାନେ ଅନେକ ଖାଦ୍ୟର…

ମହିଳା ଅନଲାଇନ୍ ଅର୍ଡର କରି ମଗାଇଥିଲେ ନିଜର ପ୍ରିୟ ଡିସ, ପ୍ୟାକେଟରୁ ବାହାରିଲା ୪୦ଟି ମଲା ଅସରପା

ଆଜିକାଲି ଅନଲାଇନ ଫୁଡ ଅର୍ଡର ଖୁବ ଚାହିଦା ଦେଖିବାକୁ ମିଳୁଛି। କିନ୍ତୁ କଣ ହେବ ଯେତେବେଳେ ଆପଣ ଅନଲାଇନ ମଗାଇଥିବା ଖାଦ୍ୟରେ ଅସରପା ବାହାରିବ। ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଆଶ୍ଚର୍ଯ୍ୟକର ମାମଲା ବିଷୟରେ ଜଣାଇବାକୁ ଯାଉଛୁ। ଚୀନର ଜଣେ ମହିଳା ଅନଲାଇନରେ ନିଜର ଫେବରାଇଟ ଡିସ ଅର୍ଡର…

ଅନଲାଇନରେ ବିରିୟାନୀ ଅର୍ଡର କ୍ୟାନ୍ସଲ କରିବା ପଡିଲା ମହଙ୍ଗା,ଖାତାରୁ କଟିଗଲା ୫୦ ହଜାର ଟଙ୍କା

ଜଣେ ଯୁବକକୁ ଅନଲାଇନ ବିରିୟାନୀ ଅର୍ଡର କରିବା ବହୁତ ମହଙ୍ଗା ପଡିଲା ଯେ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟରୁ ୪୯,୯୯୭ ଟଙ୍କା କଟିଗଲା। ଏହା ସେତେବେଳେ ହେଇଛି ଯେତେବେଳେ ସେ ଏହି ଅନଲାଇନ ଅର୍ଡରକୁ କ୍ୟାନ୍ସଲ କରିବା ପାଇଁ ଚେଷ୍ଟା କରୁଥିଲା। ତିନି ଥରରେ ତାଙ୍କର ଆକାଉଣ୍ଟରୁ ମୋଟା ଅଙ୍କର ଟଙ୍କା…