Browsing Tag

online shopping

ଆଜି ଠାରୁ କରିପାରିବେ ମନ ଭରି ସପିଂ, କେବଳ ଗ୍ରୀନ ଅରେଞ୍ଜ ନୁହେଁ ରେଡ଼ ଜୋନ ଲୋକ ମଧ୍ୟ କରିପାରିବେ କିଣାକିଣି

ଆଜି ଠାରୁ ଲକଡାଉନ 4.0 ବା ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଉ ଲକଡାଉନ ବୃଦ୍ଧି ଭିତରେ ଆପଣଙ୍କ ପାଇଁ ଏକ ବହୁତ ବଢିଆ ଖବର ରହିଛି। ଏବେ ଆପଣଙ୍କୁ ଘର ପାଇଁ ଆବଶ୍ୟକ ଜିନିଷ କିଣିବାକୁ ଆଉ ଚିନ୍ତା କରିବାକୁ ପଡିବନାହିଁ। କାହିଁକିନା ଏହି ଠାରୁ ଆପଣ ଅନଲାଇନ ସପିଂ କରିପାରିବେ। ସମସ୍ତ…

ଅନ୍‌ଲାଇନ୍‌ ସପିଂ କରିବା ବେଳେ ଏହି ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନଚେତ୍‌ ଚୋରି ହୋଇପାରେ ଡାଟା

ପାର୍ବଣ ଅବସରରେ ସବୁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରେ ଅଫରର ବର୍ଷା ହେଉଛି। ଲୋକେ ମଧ୍ୟ ଭରପୁର ମାତ୍ରାରେ ଏହି ସେଲ୍‌ର ଫାଇଦା ଉଠାଉଛନ୍ତି। ଯଦି ଆପଣ ମଧ୍ୟ ଅନ୍‌ଲାଇନ୍‌ ସପିଂ କରୁଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ। ଆସନ୍ତୁ ଜାଣିବା ଅନ୍‌ଲାଇନ୍‌ ସପିଂ କରିବା…

ଏବେ ଅନଲାଇନ୍ ମାକେର୍ଟିଂରେ ମଧ୍ୟ କରିପାରିବେ ଡ୍ରେସକୁ ଟ୍ରାଏଲ୍,କମ୍ପାନୀ କରିଛି ଏହି ଖାସ ସୁବିଧା

ଆପଣ ଯେବେ କିଣାକିଣି କରିବା ପାଇଁ ମାର୍କେଟ୍ ଯାଉଛନ୍ତି ଆପଣଙ୍କ ପସନ୍ଦ ହେଉଥିବା କପଡ଼ା ଠିକ୍ ହେବ ନା ନାହିଁ ଭଲଭାବେ ଚେକ୍ କରିଥାନ୍ତି। କିନ୍ତୁ ଅନଲାଇନ୍‌ କିଣିବାରେ ଏଭଳି ସୁବିଧା ନଥାଏ,ଆପଣଙ୍କୁ କେବଳ ଅନୁମାନ କରି ପସନ୍ଦ କରିବାକୁ ପଡ଼ିଥାଏ। ଅନଲାଇନ୍‌ ଗ୍ରାହକଙ୍କ ଏହି ସମସ୍ଯାକୁ ଦୂର…

ପୂଜା ସମୟରେ ସପିଂ କରୁଛନ୍ତି କି? ତେବେ ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାନ୍ତୁ  

ନୂଆଦିଲ୍ଲୀ : ଏବେ ଚାଲିଛି ଫେଷ୍ଟିଭ୍ ସିଜନ୍ । ଏହି ସିଜନରେ କିଛି ନୂଆ ଜିନିଷ କିଣିବାକୁ ଶୁଭ କୁହାଯାଇଥାଏ। ଏଥିପାଇଁ ସମସ୍ତ ଅନଲାଇନ  ଏବଂ ଅଫଲାଇନ୍ ଷ୍ଟୋରରେ ବିଭିନ୍ନ ପ୍ରକାରର ଅଫର ରହିଥାଏ। ଏହା ଛଡ଼ା ମଧ୍ୟ ଅନେକ ଲୋକ ବିଭିନ୍ନ ଘର ସଜ୍ଜାସଜ୍ଜି ଜିନିଷ ମଧ୍ୟ କିଣିଥାନ୍ତି। ଏହି ସମୟରେ…

ଅନଲାଇନ୍ ସପିଂ କରୁଛନ୍ତି ? ତେବେ ସାବଧାନ୍, ଆପଣଙ୍କ ଅବସ୍ଥା ମଧ୍ୟ ଏହି ଗ୍ରାହକଙ୍କ ପରି ହୋଇପାରେ

ମହାରାଷ୍ଟ୍ର : ଯଦି ଆପଣ ଅନଲାଇନ୍ ସପିଂ କରୁଛନ୍ତି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଜଣେ ଗ୍ରାହକ ଇ କମର୍ସ ସାଇଟରୁ ମଗାଇଥିଲେ ମୋବାଇଲ୍ । ହେଲେ ପ୍ୟାକେଟରେ ଆସିଲା ଇଟା । ଆଜ୍ଞା ହଁ ଆପଣ ପଢୁଥିବା ଏହି ଖବର ସମ୍ପୂର୍ଣ୍ଣ ସତ । ଘଟଣାଟି ହେଉଛି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ।…

ଅନ୍‌ଲାଇନ୍‌ ସପିଂ କରୁଛନ୍ତି କି!! ହୋଇପାରନ୍ତି ଠକାମୀର ଶିକାର, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ   

ନୂଆଦିଲ୍ଲୀ : ବର୍ତ୍ତମାନ ଅନେକ ବ୍ୟକ୍ତି ନିଜର ସମୟ ବଞ୍ଚାଇବା ପାଇଁ ଅନ୍‌ଲାଇନ୍‌ ସପିଂ ପ୍ରତି ଆକୃଷ୍ଠ ହେଉଛନ୍ତି । ତେବେ ଅନଲାଇନ୍‌ ରିଟେଲର  ଆପ୍‌ ନିଜର ଗ୍ରାହକଙ୍କୁ  ନିଜ ସହ ଯୋଡ଼ି ରଖିବା ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର ମଧ୍ୟ ଦେଇଥାନ୍ତି । ଏପରିକି 'ଫ୍ଲାସ୍‌ ସେଲ୍‌' ନାମରେ…