ଏସିଆ କପ୍ ଏବଂ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଝଟକା, କ୍ରିକେଟରୁ ସନ୍ନ୍ୟାସ ନେଲେ ଓ୍ଵାହବ ରିୟାଜ
ଏସିଆ କପ୍ ଏବଂ ଦିନିକିଆ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମକୁ ଝଟକା ଲାଗିଛି । ପାକିସ୍ତାନ ଟିମର ବୋଲର ଓ୍ଵହାବ ରିୟାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଟ୍ଵିଟ୍ କରି ନିଜେ ରିୟାଜ ଏହି ସୂଚନା ଦେଇଛନ୍ତି । ତେବେ ୩୮ ବର୍ଷୀୟ ରିୟାଜ ଟି୨୦ ଲିଗ୍ ପାଇଁ ଖେଳ ଜାରି ରଖିବେ ।…