Browsing Tag

parade

ଦିନକ ପରେ ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ, ରାଜଧାନୀରେ ସକାଳ ୬ରୁ ରାମମନ୍ଦିର-ହାଉସିଂବୋର୍ଡ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର(କେନ୍ଯୁଜ୍): ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ କରୋନା କଟକଣା ଭିତରେ ପାଳିତ ହେବ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଉତ୍ସବ। ଏଥର ଅତିଥି ସଂଖ୍ୟା ୫୦ଜଣ ଭିତରେ ସୀମିତ ରହିବ। କରୋନା ପାଇଁ ଚଳିତ ବର୍ଷ…

ଭୁବନେଶ୍ବର: ମାସ୍କ ପିନ୍ଧି ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ର ପରେଡ୍‌ ରିହରସାଲ, ଗାନ୍ଧି ମାର୍ଗରେ ଜାରି ହୋଇଛି…

କେନ୍ୟୁଜ୍(ବ୍ୟୁରୋ):  ସାଧାରଣତନ୍ତ୍ର ଦିବସକୁ ମଝିରେ ରହିଲା ଆଉ ତିନି ଦିନ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ମହାତ୍ମାଗାନ୍ଧି ମାର୍ଗରେ ଆଜିଠୁ ପରେଡ୍‌ ରିହରସାଲ୍‌ ଆରମ୍ଭ ହୋଇଛି । ପରେଡକୁ ପରିଚାଳନା କରିବେ ଆଇପିଏସ୍‌ ଅଫିସର ତଥା କେସିଙ୍ଗା…

ସାରା ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପରେଡରେ କେବଳ ସାମିଲ ହେବେ ପୋଲିସ୍ ଦଳ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ…

ଭୁବନେଶ୍ବର: ରାଜ୍ୟରେ ସାଧାରଣତନ୍ତ୍ର ଦିବସ ପରେଡରେ କେବଳ ପୋଲିସ ଦଳ ହିଁ ସାମିଲ ହେବ। ଛାତ୍ରଛାତ୍ରୀ ଓ ଏନ୍‌ସିସି କ୍ୟାଡେଟ ଭାଗ ନେବେ ନାହିଁ। କୋଭିଡ୍‌କୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଉତ୍ସବରେ ମୁଖ୍ୟ ଅତିଥିମାନେ ସକାଳ ଆଠଟା ତିରିଶ ପରେ ପତ୍ତକା ଉତ୍ତୋଳନ କରିବେ। କେବଳ…

ଆଇଏନ୍‌ଏସ୍‌ ଚିଲିକାରେ ନୌସେନା ଓ ତଟରକ୍ଷା ବାହିନୀର ପାସିଙ୍ଗ ଆଉଟ ପରେଡ୍‌ ଉତ୍ସବ, ପ୍ରଶିକ୍ଷାର୍ଥୀମାନଙ୍କୁ ଦିଆଗଲା…

ଆଇଏନ୍‌ଏସ୍‌ ଚିଲିକାରେ ଥିବା ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ପ୍ରଶିକ୍ଷଣ ଶିବିରରେ ପାଳିତ ହୋଇଛି ପାସିଂ ଆଉଟ୍‌ ପରେଡ୍‌ ଉତ୍ସବ । ପରେଡ୍‌ରେ ୨୯୮୨ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ । ଏହି ଉତ୍ସବରେ ନୌସେନା କମାଣ୍ଡାଣ୍ଟ ମୁଖ୍ୟ ଭାଇସ୍‌ ଆଡମିରାଲ ଅତୁଲ କୁମାର ଜୈନ ଯୋଗ ଦେଇ…

ସାରା ରାଜ୍ୟରେ ସ୍ୱାଧୀନତା ଦିବସରେ ପରେଡ୍ କରିବେନି ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ଅଧିକାଂଶ ସ୍ଥାନରେ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆସନ୍ତାକାଲି ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ପରେଡ୍ରେ ଭାଗ ନେବାକୁ ମନା କରାଯାଇଛି। ସାରା ରାଜ୍ୟରେ କୌଣସି ସ୍ଥାନରେ…