ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ
ଭୁବନେଶ୍ୱର(କେନ୍ୟୁଜ୍): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା କହିପାରୁ ନଥିବା ଏହି ନୀରିହ ପକ୍ଷୀଙ୍କୁ ଆଣି ତାଙ୍କ ସ୍ୱାଧିନତାକୁ ବଳି ପକାଉଛନ୍ତି ଲୋକେ । ପ୍ରତିବାଦ ଜଣାଇବା ଭଳି ସକ୍ଷମ ଏମାନଙ୍କ ପାଖରେ ନାହିଁ l କେବଳ…