Browsing Tag

petitions

ଅନୁଭବ ଓ ବର୍ଷା ପାରିବାରିକ ବିବାଦରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ; ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା

କଟକ (କେନ୍ୟୁଜ):  ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଣି ପୁନର୍ବିଚାର ପିଟିସନ ଫାଇଲ,ମୋଡିଫିକେସନ ପିଟିସନ ଫାଇଲ କଲେ ଅଫତାବ ହୁସେନ

କେନ୍ୟୁଜ୍ (ବ୍ୟୁରୋ): ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଣି ପୁନର୍ବିଚାର ପିଟିସନ ଫାଇଲ। ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ। ରାୟରେ ପରିବର୍ତ୍ତନ କରିବାକୁ ପିଟିସନରେ ଆବେଦନ କରିଯାଇଛି। ଗତକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ନେଇ ରାୟ ଦେବା ପରେ ଆଜି ମୋଡିଫିକେସନ…

ମହାରାଷ୍ଟ୍ର ମହାନାଟକ, ମୁମ୍ବାଇରୁ ଯାଇ ଦିଲ୍ଲୀରେ ପହଞ୍ଚିଲା ଡ୍ରାମା

କେନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ମହାନାଟକରେ ପ୍ରତି ଘଣ୍ଟାରେ ବଦଳୁଛି ରାଜନୈତିକ ଚିତ୍ର। ମୁମ୍ବାଇରୁ ଯାଇ ଦିଲ୍ଲୀରେ ପହଞ୍ଚିଛି ଡ୍ରାମା। ରାଜ୍ୟପାଳ, ଦେବେନ୍ଦ୍ର ଫଡ୍‌ନାଭିସ ଓ ଅଜିତ ପାୱାରଙ୍କୁ ଶପଥ ପାଠ କରାଇବା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଶିବସେନା, ଏନ୍‌ସିପି ଓ…

ଓଡ଼ିଶା ବିଧାୟକଙ୍କୁ ଆଶ୍ୱସ୍ତି, ବିଧାୟକଙ୍କ ବିରୋଧରେ ଆସିଥିବା ପିଟିସନକୁ ଗ୍ରହଣ କଲେ ନାହିଁ ଦିଲ୍ଲୀ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):   ଅଫିସ ଅଫ୍‌ ପ୍ରଫିଟ ମାମଲାରେ ଓଡ଼ିଶା ବିଧାୟକମାନଙ୍କୁ ଆଶ୍ୱସ୍ତି। ସେମାନଙ୍କ ବିରୋଧରେ ଆସିଥିବା ପିଟିସନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଅନେକ ବିଧାୟକ କିଛି ସଂସ୍ଥାରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ…