ଶୋଇଲାବେଳେ ଏହି ଜିନିଷଗୁଡ଼ିକ ତକିଆ ପାଖରେ ରଖୁଛନ୍ତି କି? ଆଜି ହିଁ ବଦଳାନ୍ତୁ ଅଭ୍ୟାସ୍
ଆମ ଜୀବନରେ କିଛି ଜିନିଷ ବହୁତ ଗୁରୁତ୍ୱପୂର୍ଣ୍ଣ । ସେଥିମଧ୍ୟରୁ ଗୋଟିଏ ହେଉଛି ନିଦ, ଯଦି ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ନିଦ ପାଏ ନାହିଁ, ତେବେ ତାଙ୍କର ସମ୍ପୂର୍ଣ୍ଣ ଦିନ ଭଲ ଭାବରେ କଟେ ନାହିଁ । ଅର୍ଥାତ ନିଦ ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଏ । ବାସ୍ତୁ ଅନୁସାରେ, ଶୋଇବା ସମୟରେ କିଛି…