ବର୍ଯ୍ୟ ବସ୍ତୁକୁ ବ୍ୟବହାର କରି ଆୟ କରିବା ହେଲା ସହଜ, ବୈଜ୍ଞାନିକମାନଙ୍କ ଠାରୁ ପ୍ରଶିକ୍ଷଣ ନେଲେ ମହିଳା
ଧାନ ଚାଷ ପାଇଁ ବେଶ ପରିଚିତ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳ । ବର୍ଷକୁ ଥରେ ନ ହେଲେ ଦୁଇ ଥର ଚାଷୀମାନେ ଧାନ ଚାଷ କରିଥାନ୍ତି । କ୍ଷେତରେ ଧାନ ଫଳିବା ପରେ ଏହାକୁ ମେସିନ ସାହାଯ୍ୟରେ ଅମଳ କରିଥାନ୍ତି । ଧାନ ଅମଳ ହେବା ପରେ ଏହାର କୁଟାକୁ ଧାନ ବିଲରେ ନିଆଁ ଲଗାଇ ଦେଇଥାନ୍ତି । ତେବେ ଏହା ନକରି…