Browsing Tag

plantation

ଚଳିତ ବର୍ଷ ସୁଲଭ ମୂଲ୍ଯରେ ୫ କୋଟି ମୂଲ୍ଯର ଚାରା ଯୋଗାଇଦେବେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି ୭୩ ତମ ରାଜ୍ୟ ସ୍ତରୀୟ ବନ ମହୋତ୍ସବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ଯମରେ ଯୋଗ…

ଘରେ ଲଗାନ୍ତୁ ଏହି ସବୁ ଗଛ, ଭିତରକୁ ପଶି ପାରିବେ ନାହିଁ ମଶା

ଭାରତ ସମେତ ପୁରା ବିଶ୍ୱରେ ଦିନ କୁ ଦିନ କରୋନା ପ୍ରଭାବ ବଢ଼ିବାରେ ଲାଗିଛି । ଗୋଟେ ପଟେ ଏହି ମରାତ୍ମକ ମହାମାରୀରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଅନ୍ୟ ପଟେ ମଶା ମାନେ ବି ନିଜ ପ୍ରାଦୁର୍ଭାବ ବଢ଼ାଇ ବାରେ ଲାଗିଛନ୍ତି । ମଶା କାମୁଡିବା ଦ୍ୱାରା ମେଲେରିଆ, ଡେଙ୍ଗୁ, ସ୍ୱାଇନ ଫ୍ଲୁ…

ପରିତ୍ୟକ୍ତ ଖଣିରେ ବନୀକରଣ ପାଇଁ ଯୋଜନା, ଖଣି ମାଲିକଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ବର(କେନ୍ୟୁଜ୍):   ଖଣିଜ ବହୁଳ ରାଜ୍ୟ ଓଡ଼ିଶା। ଅନେକ ଖଣିରୁ ଉତ୍ତୋଳନ ପରେ, ତାହା ଖାଲି ପଡି ରହୁଛି। ସେହି ସ୍ଥାନରେ ନବୀକରଣ କରାଯାଉ କିମ୍ବା ତାର ବିକାଶ କରାଯାଉ। ସେଠାରେ ଇକୋ ଟୁରଜିମ୍‌ କିପରି ସମ୍ଭବ ହୋଇ ପାରିବ ସେ ନେଇ ଉଦ୍ୟମ କରାଯାଉ। ଖଣି ମାଲିକମାନଙ୍କୁ ଏହି ପରାମର୍ଶ…

ରାଜ୍ୟରେ ପ୍ରଥମ କରି ଏହି ମହିଳା SHG ଗ୍ରୁପ ଆରମ୍ଭ କଲେ ଗୋଲାପ ଚାଷ, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହାରଣ

ଗଞ୍ଜାମ: ଛତ୍ରପୁର ବ୍ଳକ ନୂଆପଲ୍ଲୀ ଗାଁରେ ରହିଥିବା ୫ଟି ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟର ପ୍ରଥମ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ କରୁଛନ୍ତି ଫୁଲ ଚାଷ । ପ୍ରଥମ ପର୍ଯ୍ୟାୟ ୧୨ ଶହ ବର୍ଗ ମିଟର ଜମିରେ କରିଛନ୍ତି ଗୋଲାପ ଫୁଲ ଚାଷ । ପୂର୍ବ ଅପେକ୍ଷା ସେମାନଙ୍କର ଆର୍ଥିକ, ସାମାଜିକ…

ସ୍କେଟାଥନ ମାଧ୍ୟମରେ ବୃକ୍ଷ ରୋପଣର ବାର୍ତ୍ତା

ଭୁବନେଶ୍ୱର : ରୋଟାରୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଶିଖରଚଣ୍ଡୀରେ କୁନି କୁନି ପିଲାଙ୍କୁ ନେଇ ସ୍କେଟାଥନ ଆୟୋଜନ କରାଯାଇଛି। ବାତ୍ୟା ଫନି ପରେ ରାଜଧାନୀରେ ସବୁଜିମା ହଜିଯାଇଥିବା ବେଳେ ପୁଣି ଥରେ ଭୁବନେଶ୍ୱରକୁ ସବୁଜ ସୁନ୍ଦର ସହରରେ ପରିଣତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରୋଟାରୀର ସଦସ୍ୟ।…

ଡ୍ରାଇଭରଙ୍କ ନିଆରା ବୃକ୍ଷରୋପଣ, ବସ ଭିତରେ କରିଛନ୍ତି ବଗିଚା

ବେଙ୍ଗାଲୁରୁ(କେନ୍ୟୁଜ୍) : ବର୍ତମାନ ସମୟରେ ବହୁସଂଖ୍ୟାରେ ଯାନବାହନ ବୃଦ୍ଧି କାରଣରୁ ବାୟୁ ମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଫଳରେ ପ୍ରଦୂଷଣକୁ ରୋକିବା ପାଇଁ ସାଧାରଣ ଜନତା ଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଏନେଇ ବୃକ୍ଷ ହିଁ ଜୀବନ ନାରା ସମଗ୍ର ଭାରତ ବର୍ଷରେ…