Browsing Tag

PM Rozgar Mela 2023

କାଲି ୫୧,୦୦୦ ନୂତନ ସରକାରୀ କର୍ମଚାରୀଙ୍କୁ ‘ନିଯୁକ୍ତି ପତ୍ର’ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୩୦ ଅପରାହ୍ନ ୪ଟାରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ନୂତନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ ମଧ୍ୟ କରିବେ। ଚଳିତ ବର୍ଷ ପିଏମ୍‌…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା : ୫୧ ହଜାର ଯୁବକଙ୍କୁ ମିଳିବ ସରକାରୀ ଚାକିରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ଆଜି ଦେଶର ୩୭ଟି ସ୍ଥାନରେ ଆୟୋଜନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରନ୍ସେ ଜରିଆରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧନ କରିବେ ।…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାର ଯୁବପିଢିଙ୍କୁ ମିଳିଲା ସରକାରୀ ଚାକିରି, ମୋଦି ବାଣ୍ଟିଲେ ନିଯୁକ୍ତି ପତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବପିଢିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏହି ଯୁବପିଢିଙ୍କୁ ସରକାରୀ ଚାକିରି ଅଲଗା ଅଲଗା ବିଭାଗରେ ମିଳିଛି । ନୂଆଦିଲ୍ଲୀର ରାୟସିନା ରୋଡ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ମୋଦି ଭିଡିଓ କନଫରେନ୍ସ…

ନିଯୁକ୍ତି ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜୁଲାଇରେ ବାଣ୍ଟିଥିଲେ ୭୦ ହଜାରରୁ ଅଧିକ…

ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏହି ରୋଜଗାର ମେଳାରେ CRPF, BSF, SSB, ଆସାମ ରାଇଫଲ୍ସ,…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା, ୭୦ ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାୟତଃ ୭୦,୦୦୦ ଯୁବକଙ୍କୁ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦି ସମସ୍ତ ନୂଆ ସରକାରୀ ଚାକିରି ପାଇଥିବା ଲୋକଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି । ରୋଜଗାର ମେଳା ପାଖାପାଖି ଦେଶର ୪୪ଟି ସ୍ଥାନରେ ଆୟୋଜିତ…

ରୋଜଗାର ମେଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ବାଣ୍ଟଲେ ୭୧ ହଜାର ନିଯୁକ୍ତି ପତ୍ର

ନୂଆଦିଲ୍ଲୀ : ରୋଜଗାର ମେଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରି ନବନିଯୁକ୍ତ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି। ନିଯୁକ୍ତି ସୁଯୋଗ ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି…