ମୁମ୍ବାଇରେ ଏୟାରପୋର୍ଟରୁ ଧରାପଡିଲା ୪୭ଟି ବିରଳ ବିଷାକ୍ତ ସାପ, ଯାତ୍ରୀ ଭୟଭୀତ
ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରେ ପୁଳା ପୁଳା ସାପ । ବ୍ୟାଗ ଭିତରୁ ବାହାରିଲା ୪୭ ବିରଳ ସାପ । ବିଷାକ୍ତ ସାପକୁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି । ବିଦେଶକୁ ସାପ ଚାଲାଣ କରୁଥିବା ବ୍ୟକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ…