Browsing Tag

police attacked

ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରେ ମରଣାନ୍ତକ ଆକ୍ରମଣ, ମହିଳା ଏଏସଆଇ ଗୁରୁତର

କେନ୍ୟୁଜ(ବ୍ୟୁରୋ): ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ । ଏତିକିବେଳେ ପୋଲିସ…

ଅଭିଯୁକ୍ତର କଟୁରୀରେ ଚୋଟରେ ୫ ପୋଲିସ ଗୁରୁତର, ନୋଟିସ୍‌ ଦେବାକୁ ଯାଇ ଥିଲେ ପୋଲିସ

ବାଲେଶ୍ୱର(କେନ୍ୟୁଜ୍):  ପୋଲିସ୍‌ଙ୍କୁ ଆକ୍ରମଣ । ଅଭିଯୁକ୍ତର କଟୁରୀରେ ଚୋଟରେ ୫ ପୋଲିସ ଗୁରୁତର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସଜନାଗଡ଼ ଯାମୁଡିହି ସାହିରେ ଅଭାବନୀୟ କାଣ୍ଡ । ଅଭିଯୁକ୍ତକୁ ନୋଟିସ୍‌ ଦେବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ । ପୋଲିସ କର୍ମଚାରୀଙ୍କୁ କଟୁରୀରେ…

ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ, ୮ଜଣ ଥାନାରେ ଅଟକ

କୋରାପୁଟ(କେନ୍ଯୁଜ୍): ମଦ ଜବତ କରିବାକୁ ଯାଇଥିବାବେଳେ ପୋଲିସର ମାଡ ଅଭିଯୋଗ । ମଦ ବ୍ୟବସାୟୀ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା। କୋରାପୁଟ ସଦର ଥାନା ଡେଙ୍ଗାଜାନିଗୁଡା ଗାଁରେ ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ପାଉଚ ଜବତ କରିଛି । ମାମଲାରେ ୮ଜଣଙ୍କୁ ଥାନାରେ ଅଟକ…

ଝିଅ ବଡ଼ କନିଆଁ ଭୋଜି ବେଳେ ସାଧା ପୋଷାକରେ ପୋଲିସର ଚଢ଼ାଉ ସମୟରେ ଆକ୍ରମଣ, ଆଇଆଇସି ଗୁରୁତର

ଦାରିଙ୍ଗବାଡି: ଝିଅ ବଡ଼ କନିଆଁ ପାଇଁ ଗ୍ରାମରେ ରାତ୍ରୀ ଭୋଜିର ବ୍ୟବସ୍ଥା କରାଯାଇଥିଲା ।ସେହି ସମୟରେ ବ୍ରାହ୍ମଣୀଗାଁ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ  ସାଧାପୋଷାକରେ ଆସି ଗ୍ରାମବାସୀଙ୍କୁ ମାଡ଼ ମାରିବା ସହିତ ବହୁ ଲୋକଙ୍କୁ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି…