Browsing Tag

police beaten youth

ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ପୋଲିସ ବାବୁ, ଗାଲ ଉପରେ ବସିଲା ଚାପୁଡ଼ା ଉପରେ ଚାପୁଡ଼ା

ଭିଡ଼ ଭିତରେ ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ପୋଲିସ ବାବୁ । ଗାଲକୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଲେ । ସୂଚନା ମୁତାବକ ଭଦ୍ରକ ଜିଲ୍ଳା ଚାନ୍ଦବାଲି ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଘଟିଛି । କାଳୀପୂଜା ପାଇଁ ଚାନ୍ଦବାଲିରେ ଯାତ୍ରା ବା ଅପେରା ଲାଗିଛି । ଆଉ ଯାତ୍ରା ଦେଖିବା ପାଇଁ ଲୋକମାନେ…

ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକାଇବାକୁ କେନ୍ଦ୍ର କରି ହାତାହାତି, ପୋଲିସ ମାଡ଼ରେ ୪ ଆହତ

ଭଦ୍ରକ (କେନ୍ୟୁଜ): ପୋଲିସ-ଜନତା ମୁହାଁମୁହିଁ । ପୋଲିସ ମାଡ଼ରେ ୪ ଆହତ । ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟ୍ରକକୁ ଅଟକାଇବାକୁ କେନ୍ଦ୍ର କରି ପୋଲିସ୍ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ଛକରେ ଘଟିଛି ଏହି ଘଟଣା । NO ENTRY ସମୟରେ ଶ୍ରୀବନ୍ତପୁରରେ ଗୋଟିଏ…

ରାତି ଅଧରେ ପୋଲିସର ଦବଙ୍ଗଗିରି: କବାଟ ଭାଙ୍ଗି ଘର ଭିତରୁ ଟାଣିନେଇ ଯୁବକଙ୍କୁ ବିଲ ମଝିରେ ନିସ୍ତୁକ ମାଡ଼

ସୋର(କେନ୍ୟୁଜ): ରାତି ଅଧରେ ଆଗରପଡା ଥାନା ପୋଲିସର ଦବଙ୍ଗଗିରି । ରାତି ୨ଟା ସମୟରେ କବାଟ ଭାଙ୍ଗି ଜଣେ ବ୍ୟକ୍ତିକୁ ଭିଡ଼ି ନେଇ ବିଲ ମଝିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନୂଆ ଗାଁରେ । ଆଗରପଡା ପୋଲିସ ମାଡ଼ରେ କ୍ଷତାକ୍ତ…

ସିଗାରେଟ ଟାଣି ହାପ୍ ପ୍ୟାଣ୍ଟ ପିନ୍ଧି ଫାଣ୍ଡିର ଅଧିକାରୀଙ୍କ ଦାଦାଗିରି, କ୍ଯାମେରାରେ କଏଦ ହେଲା ଭିଜୁଆଲ୍

କାମାକ୍ଷାନଗର(କେନ୍ଯୁଜ୍): କରୋନା କାଳରେ ଏବେ ସାରା ଦେଶରେ ପୋଲିସ କର୍ମଚାରୀଙ୍କ କାର୍ଯ୍ଯକୁ ନେଇ ପ୍ରଶଂସା କରାଯାଉଛି। ଦିନ ରାତି ଏକ କରି ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି ଏହି କରୋନା ଯୋଦ୍ଧା ମାନେ। ହେଲେ କେଉଁଠିନା କେଉଁଠି କିଛି ପୋଲିସ…

ମାସ୍କ ଓ ହେଲମେଟ ଚେକିଙ୍ଗ ନାଁରେ ପୋଲିସର ଦାଦାଗିରି, ଫାଣ୍ଡି ବାରଣ୍ଡାରେ ଯୁବକଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ

ଚାନ୍ଦବାଲି: ମାସ୍କ ଓ ହେଲମେଟ ଚେକିଙ୍ଗ ନାଁରେ ପୋଲିସର ଦାଦାଗିରି । ୩ରୁ ୪ଜଣ ପୋଲିସ ଜଣେ ଯୁବକକୁ ଫାଣ୍ଡି ବାରଣ୍ଡାରେ ଗୋଡେଇ ଗୋଡେଇ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓଟି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡି ଫାଣ୍ଡିର ବୋଲି ସ୍ପଷ୍ଟ ଜଣାପଡୁଛି । ମାଡ ମାରୁଥିବା…