ବ୍ରହ୍ମପୁରରେ ଛୁରାମାଡ଼: ଯୁବକ ମୃତ,ଆକ୍ରମଣକାରୀ ବାପା ଓ ପୁଅ ଥାନାରେ ଅଟକ
ବ୍ରହ୍ମପୁର: ବ୍ରହ୍ମପୁରରେ ଛୁରାମାଡ଼ରେ ଯୁବକ ମୃତ । ଆକ୍ରମଣକାରୀ ବାପା ଓ ପୁଅ ଥାନାରେ ଅଟକ । ବଡ଼ ବଜାର ଥାନା ଜେନା ସାହିରେ ଚାଲିଥିବା ଦଣ୍ଡ ଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ହେଲେ ବେଲଗାଁର ଜଗଦୀଶ ପାଣିଗ୍ରାହୀ । ଜଗଦୀଶ ପୂର୍ବରୁ ଦଣ୍ଡ ଯାତ୍ରାରେ କାମ କରୁଥିବା…